ଗ୍ୟାଙ୍ଗଷ୍ଟର ବିକାଶ ଦୁବେଙ୍କ ସହ ସମ୍ବିତ ପାତ୍ରଙ୍କ ନାଚୁଥିବାର ଏହି ଫୋଟୋ ନକଲି ଅଟେ ।

ବିକାଶ ଦୁବେ ଏନକାଉଣ୍ଟର ପରେ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଭାଇରାଲ ହେଉଛି। 12 ଜୁଲାଇରେ Vicky Bikash Datta Kashyap ନାମକ ଜଣେ ଫେସବୁକ ୟୁଜର ତାଙ୍କ ପୋଷ୍ଟରେ ବିକାଶ ଦୁବେ ଏବଂ ସମ୍ବିତ ପାତ୍ରକୁ ନେଇ ଫୋଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ସମ୍ବିତ ପାତ୍ର ଦେଶ ଦ୍ରୋହୀ ବିକାଶ ଦୁବେ ସହିତ ବନ୍ଧୁମିଳନ କରୁଥିବାର ଦୃଶ୍ୟ। ପୋଷ୍ଟ କରାଯାଇଥିବା ଫୋଟୋରେ କୌଣସି ଏକ କାର୍ଯ୍ୟକ୍ରମରେ  ବିକାଶ ଦୁବେ ଏବଂ ସମ୍ବିତ […]

Continue Reading

କ’ଣ ଟାଟା ଡିଜିଟାଲ ହେଳ୍ଠ୍ ଘରେ ମେଡିକାଲ କିଟ୍ ବନାଇବାର ଉପାୟ ଏବଂ କୋରୋନାର ୩ ପର୍ଯ୍ୟାୟ ବିଷୟରେ କହିଛି? ଜାଣନ୍ତୁ ସତ୍ୟ।

ଦୁନିୟାରେ କୋରୋନା ବ୍ୟାପୁ ଥିବାରୁ ଓ ଏହା ନେଇ ବର୍ତମାନ କୌଣସି ଟୀକା ବାହାରି ନ ଥିବା ରୁ ସୋସିଆଲ ମିଡିଆରେ ଏହା କୁ ଅନେକ ପରାମର୍ଶ ଦେଖିବା କୁ ମିଳିଛି। ଗତ କିଛି ଦିନରୁ ଏପରି ଗୋଟିଏ ମେସେଜ ୱ୍ହାତ୍ସ ଏପ ରେ ଭାଇରାଲ ହେଉଥିବା ମିଳିଛି ଯେଉଁ ଥିରେ କୋରୋନା ନେଇ କିଛି ସୂଚନା ଏବଂ ପରାମର୍ଶ ଦିଆ ଯାଇଅଛି। ଏହି ମେସେଜରେ କୋରୋନା ରୋକିବା ପାଇଁ କିଛି ଔଷଧ ବିଷୟରେ କୁହା ଯାଇ […]

Continue Reading