କ’ଣ ରାସ୍ତା ରେ ଚାଲୁ ଥିବା ବାଘର ଭିଡିଓ ସମ୍ବଲପୁର – ବୁର୍ଲା ରାଜପଥ ଘଟଣା? ଜାଣନ୍ତୁ ସତ୍ୟ।

୧୭ ଜୁଲାଇ ରେ ୱ୍ହାତ୍ସ ଏପ୍ ମାଧ୍ୟମରେ ଆମକୁ ଗୋଟିଏ ଭିଡିଓର ଅନୁସନ୍ଧାନ କରିବା ପାଇଁ ନିବେଦନ କରା ଯାଇଅଛି। ଏହି ଭିଡିଓରେ ଗୋଟିଏ ବାଘ ରାସ୍ତାର ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଆରାମ ସେ ଚାଲି ଚାଲି ଯାଉଥିବା ଦେଖିବା କୁ ମିଳିଛି। ରାତ୍ରିର ଏହି ସମୟରେ କିଛି ଲୋକ ଏହି ବାଘର ଭିଡିଓ ଉଠେଇଛନ୍ତି। ଏହା ପରେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଇଥିବା ଦେଖିବା କୁ ମିଳିଛି।  Archive ଏହି […]

Continue Reading

ବିହାର ସରକାର ସତ୍ତର ଘାଟ ବ୍ରିଜ ଭାଙ୍ଗି ଯାଇଥିବା ଦାବିକୁ ଖଣ୍ଡନ କରିଛି।

ଜୁନ 16 ରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗୋପାଳଗଞ୍ଜ ଜିଲ୍ଲାର ଗାନ୍ଧକ ନଦୀରେ ରାମଜାନକି ପଥ ନାମରେ ଜଣାଶୁଣା ସତ୍ତରଘାଟ ବ୍ରିଜ ଉଦଘାଟନ କରିଥିଲେ। ତେବେ ଉଦଘାଟନ ହେବାର ମାତ୍ର 29 ଦିନ ପରେ ଏହି ବ୍ରିଜ ଭାଙ୍ଗି ଯାଇଥିବାର ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଅନେକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ ପ୍ରବଳ ବର୍ଷା କାରଣରୁ ଗଣ୍ଡକ ନଦୀ କୂଳରେ ଥିବା ବ୍ରିଜର ଏକ ଅଂଶ ଭୁଶୁଡି ପଡିଛି। 16 ଜୁଲାଇରେ Baalia […]

Continue Reading

କ’ଣ ମଦ ସେବନ କରିଲେ କୋରୋନା ଭୂତାଣୁ ନଷ୍ଟ ହୋଇଥାଏ? କ’ଣ ବର୍ତମାନ ବଜାରରେ ମଦ ବୋତଲ ରେ ଏନ୍ଟି କୋରୋନା ଲେଖା ହେଇଥିବା ମିଳୁଛି? ଜାଣନ୍ତୁ ସତ୍ୟ।

ବିଶ୍ଵରେ କୋରୋନା ବ୍ୟାପିବା ପରେ ଏହା କୁ ନେଇ ଅନେକ ଗୁଜବ ସୃଷ୍ଟି ହେଇଛି। ଏହା କୁ ନେଇ ଲୋକେ ସୋସିଆଲ ମିଡିଆ ରେ ନିଜ ମତ ଏବଂ ପରାମର୍ଶ ଦେଇଥିବା ଦେଖିବା କୁ ମଧ୍ୟ ମିଳିଛି। ଫେକ୍ଟ କୃସେଣ୍ଡୋ ଓଡ଼ିଆ ଏହି ପରି ଅନେକ ଗୁଜବ ଯେଉଁଟା ସୋସିଆଲ ମିଡିଆରେ ଭାଇରାଲ ହେଇଛି ତାହା ବୁସେରେ ସତ୍ୟ ଲୋକଙ୍କ ସାମନା କୁ ଆଣିଛି। ୧୪ ଜୁଲାଇ ୨୦୨୦ ରେ ଜଣେ ବ୍ୟକ୍ତି ଶରେଛାତ ଏପ୍ ରେ […]

Continue Reading