ଆସାମ ବନ୍ୟାରେ ଏହି ବାଳକ ଏକ ହରିଣକୁ ଉଦ୍ଧାର କରିଥିଲା କି?
ଆସାମରେ ବାତ୍ୟା କାରଣରୁ ଚିନ୍ତା ବଢ଼ିବାରେ ଲାଗିଛି। କୋରୋନା ସଂକ୍ରମଣ ଦାଉରୁ ରକ୍ଷା ମିଳିନଥିବା ବେଳେ ଆସାମ ଉପରେ ବାତ୍ୟାର ପ୍ରଭାବ ସମସ୍ୟା ବଢ଼ାଉଛି। ସୋସିଆଲ ମିଡିଆରେ ଆସାମ ବାତ୍ୟାର କିଛି ଫୋଟୋ ଭାଇରାଲ ହେଉଛି। 20 ଜୁଲାଇରେ ସେବା ଫାଉଣ୍ଡେସନ୍ ଦ୍ୱିତୀୟ ଖାତା ନାମକ ଏକ ଫେସବୁକ ପେଜ ଆକାଉଣ୍ଟରେ ଆସାମ ବତ୍ୟାର କିଛି ଫୋଟୋ ପୋଷ୍ଟ କରାଯାଇଛି। ଯେଉଁଥିରେ ଜଣେ ପିଲା ପାଣି ଭିତରୁ ହରିଣକୁ ବଞ୍ଚାଇ ବାହାରକୁ ଆଣୁଛି। ଫୋଟୋରେ ଦାବି କରାଯାଇଛି […]
Continue Reading