ଅମିତାଭ ବଚ୍ଚନଙ୍କ କୋରୋନା ସଂକ୍ରମଣ ରିପୋର୍ଟ ନେଗେଟିଭ ଆସିଥିବା ଖବର ମିଥ୍ୟା ଅଟେ।

11 ଜୁଲାଇରେ ବଲିଉଡ ଅଭିନେତା ଅମିତାଭ ବଚ୍ଚନ ଏବଂ ତାଙ୍କ ପୁଅ ବହୁ ସମେତ କୋରୋନା ସଂକ୍ରମଣର ଶିକାର ହୋଇଛନ୍ତି। ଏବଂ ତାଙ୍କର ନାନବତୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।  ଏହି ଖବର ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ବନି ଯାଇଥିଲା। ଏବେ ସୋସିଆଲ ମିଡିଆରେ ଅମିତାଭ ବଚ୍ଚନଙ୍କ କୋରୋନା ରିପୋର୍ଟ ନେଗେଟିଭ ଆସିଥିବା ନେଇ ଖବର ଭାଇରାଲ ହେଉଛି।  News7 ଖବର ପେଜରେ 23 ଜୁଲାଇରେ ଏହି ଖବର ପ୍ରକାଶିତ କରାଯାଇଛି। ଏବଂ ଦାବି କରାଯାଇଛି ଯେ, […]

Continue Reading

ଅମୁଲ ବିଜ୍ଞାପନ ନାମରେ ଭାଇରାଲ ହେଉଥିବା ବିଜ୍ଞାପନ ପୋଷ୍ଟର ମିଥ୍ୟା ଅଟେ।

21 ଜୁଲାଇରେ Kapilash Gupta ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଅମୁଲର ଏକ ବିଜ୍ଞାପନ ସେୟାର କରିଛନ୍ତି। ପୋଷ୍ଟ କରାଯାଇଥିବା ବିଜ୍ଞାପନରେ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ଉପେର ପରିହାସ କରାଯାଇଛି। ବିଜ୍ଞାପନରେ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ସହ ଗାନ୍ଧୀ ପରିବାର ଦେଶକୁ ଧୀରେ ଧୀରେ ନଷ୍ଟ କରୁଥିବା ନେଇ ଚିତ୍ର ଅଙ୍କା ଯାଇଛି। ପୋଷ୍ଟରେ ଲେଥା ଯାଇଛି  “ଜେଜେବାପା ଖାଇଲେ, ଜେଜେମା ଖାଇଲେ, ବାପା ଖାଇଲେ, ମା ଖାଇଲେ, […]

Continue Reading