UPSC ଟପ୍ପର ପ୍ରଦୀପ ସିଂଙ୍କ ଭୁଲ ଫୋଟୋ ଭାଇରାଲ ହେଉଛି।

2019 UPSC ରେଜଲ୍ଟ ବାହାରିଲା ପରେ ଟପର ଏବଂ ଭଲ ମାର୍କ ରଖି ପାସ କରିଥିବା ଛାତ୍ରଙ୍କ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 2019 UPSC ରେ ପ୍ରଦୀପ ସିଂ ନାମକ ଜଣେ ଯୁବକ ଦେଶରେ ପ୍ରଥମ ସ୍ଥାନ ହାସଲ କରି ଟୋପ କରିଛନ୍ତି। ତାଙ୍କର ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତେବେ ସେହି ଯୁବକ ହିଁ ପ୍ରଦୀପ ସିଂ ନା ନାହିଁ ତାହା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। […]

Continue Reading

ରାମ ମନ୍ଦିର ପାଇଁ ଅନୁମତି ଦେଇ ନଥିବା ପୂର୍ବ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କୁ ଭୁମି ପୂଜନ ଦିନ କୋରୋନା ହୋଇଗଲା?

ରାମ ମନ୍ଧିର ଭୂମି ପୂଜନ ସମୟରେ ଦେଶରେ ଉତ୍ସାହର ବାତାବରଣ ଥିବା ସମୟରେ ସୋସିଆଲ ମିଡିଆରେ ଏକ ଖବର ଭାଇରାଲ ହେଉଛି ଯେ, ରାମ ମନ୍ଦିର ପାଇଁ ଅନୁମତି ନ ଦେଇଥିବା ପୂର୍ବ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଭୁମି ପୂଜନ ଦିନ କୋରୋନା ସଂକ୍ରମିତ ହୋଇଛନ୍ତି।  5 ଅଗଷ୍ଟରେ Rajani kanta swain ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏହି ଖବର ପୋଷ୍ଟ କରିଛନ୍ତି।  ପୋଷ୍ଟରେ ଦାବି କରାଯାଇଛି ଯେ, ରଞ୍ଜନ ଗୋଗୋଇ […]

Continue Reading

କ’ଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀଙ୍କ ଭଉଣୀ ପାକିସ୍ତାନରୁ ତାଙ୍କ ପାଇଁ ରାକ୍ଷୀ ପଠେଇଛନ୍ତି? ଜାଣନ୍ତୁ ସତ୍ୟ।

୨ ଅଗଷ୍ଟରେ ଜେନ ଫେସବୁକ ୟୁଜର ଜୟ ନବୀନ ନାମକ ଫେସବୁକ ଗ୍ରୁପ ରେ ଗୋଟିଏ ଖବର କାଗଜର ଫୋଟୋ ପୋଷ୍ଟ କରିଛନ୍ତି। ଏହି ଫୋଟୋରେ ଲେଖା ଯାଇଅଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁହଁବୋଲି ଭଉଣୀ କମର ମୋହସିନ ସେଖ୍ ପାକିସ୍ତାନରୁ ତାଙ୍କ ପାଇଁ ରାକ୍ଷୀ ପଠେଇ କହିଛନ୍ତି ଯେ କୋରୋନା ସମୟରେ ସେ ପ୍ରଥମେ ନିଜ ଭାଇଙ୍କ ଚହୁଁଛନ୍ତି। ଆସନ୍ତୁ ଜାଣିବା ସତ୍ୟ କଣ।  Facebook | Archive ଆମ ଅନୁସନ୍ଧାନ:  ଆମ ଅନୁସନ୍ଧାନରେ […]

Continue Reading

କଣ ଛେଳି ମାସ୍କ ପିନ୍ଧି ନ ଥିବାରୁ କାନପୁର ପୋଲିସ ଛେଳିକୁ ଗିରଫ କରାଯାଇଥିଲା?

28 ଜୁଲାଇରେ Pramaya ନ୍ୟୁଜ ପେଜରେ ଏକ ଖବର ପ୍ରକାଶିତ ରାଯାଇଛି, ଯେଉଁଥିରେ ଦାବି କରାଯାଇଛି ଯେ, ଏକ ଛେଳି ମାସ୍କ ନ ପିନ୍ଧିଥିବାରୁ  କାନପୁର ପୋଲିସ ଛେଳିକୁ ଗିରଫ କରିଛି। ପୋଷ୍ଟରେ ଲେଖା ଯାଇଛି ଯେ, ସଟ୍‌ଡାଉନ ସମୟରେ ଗୋଟିଏ ଛେଳି ମାସ୍କ ନ ପିନ୍ଧି ବାହାରେ ବୁଲୁଥିବା କାରଣରୁ ପୁଲିସ ତାକୁ ଅଟକ ରଖିଥିବା ଜଣାପଡିଛି । ୪ରୁ ୫ ଜଣ ପୁଲିସ ଛେଳିକୁ ଚାରିପଟୁ ଘେରି ଜିପ୍‌ରେ ଜବରଦସ୍ତି ଭାବେ ଭର୍ତ୍ତି କରି […]

Continue Reading

ଏଡିଟ୍ ଫୋଟୋକୁ ଆମେରିକାର ଟାଇମ୍ସ ସ୍କୋୟାରରେ ଭଗବାନ ରାମଙ୍କ ଫୋଟୋ ଲାଗିଥିବା ଦାବିରେ ଭାଇରାଲ କରାଯାଇଛି।

 ରାମ ମନ୍ଦିର ଭୂମି ପୂଜନ ପାଇଁ ସମଗ୍ର ଦେଶରେ ଉତ୍ସାହର ବାତାବରଣ  ଅଛି। ସୋସିଆଲ ମିଡିଆରେ ଦେଶ ବାହାରୁ ମଧ୍ୟ ଭୁମି ପୂଜନ  ପାଇଁ ଅନେକ ପୋଷ୍ଟ କରାଯାଉଛି। ରାମ ମନ୍ଦର ଭୁମି ପୂଜନର ସିଧା ପ୍ରସାରଣ ଆମେରିକା ଟାଇମ୍ସ ସ୍କୋୟାରରେ ଦେଖା ଯିବା ସହ ଏହି ଉତ୍ସବ ସେଠାରେ ମଧ୍ୟ ଆୟୋଜନ କରାଯିବ। ଏହାର ଅନେକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। 1 ଅଗଷ୍ଟରେ Balabhadra Rout ନାମକ ଜଣେ ଫେସବୁକ ୟୁଜର ତାଙ୍କ […]

Continue Reading