କ’ଣ ସୁଶାନ୍ତ ସିଂହ ରାଜପୁତଙ୍କ କେସ୍ ଅନୁସନ୍ଧାନ କରିବା ପାଇଁ ବିନୟ ତିଵାରୀଙ୍କୁ ସିବିଆଇ ଦଳ ପ୍ରତିନିଧି କରିବେ? ଜାଣନ୍ତୁ ସତ୍ୟ।

ସୁଶାନ୍ତ ସିଂହଙ୍କ ମୃତ୍ୟୁର ରହସ୍ୟ ବର୍ତମାନ ମଧ୍ୟ ଅନ୍ଧାରରେ ଅଛି। କିଛି ଦିନ ପୂର୍ବରୁ ବିହାର ପୋଲିସ ବିନୟ ତିଵାରୀଙ୍କୁ ଏହି ମାମଲାର ଅନୁସନ୍ଧାନ କରିବା ପାଇଁ ପଠେଇ ଥିଲା। ଏହି କଥା ନେଇ ବର୍ତମାନ ସୋସିଆଲ ମିଡିଆରେ ଗୋଟିଏ ଖବର ଖୁବ ଭାଇରାଲ ହେଉଛି। ୧୦ ଅଗଷ୍ଟ ରେ କିରଣ ଜେନା ନାମକ ଜଣେ ଫେସବୁକ ୟୁଜର ଗୋଟିଏ ଫେସବୁକ ଗ୍ରୁପରେ ପୋସ୍ତ କରି ଦାବି କରିଛନ୍ତି ଯେ ସୁଶାନ୍ତ ସିଂହ ରାଜପୁତଙ୍କ କେସ୍ ମାମଲା […]

Continue Reading

ପୁରୁଣା ଭିଡିଓକୁ ଅମିତ ଶାହଙ୍କ କୋରୋନା ସଂକ୍ରମଣ ଖବର ପରେ ମୁସ୍ଲିମମାନେ ତାଙ୍କ ଶବ ଯାତ୍ରା କାଢ଼ିଥିବା ଦାବିରେ ଭାଇରାଲ କରାଯାଉଛି।

କୋରୋନା ସଂକ୍ରମଣ ପାଇଁ ଦେଶରେ ଚିନ୍ତାର ବିଷୟ ବନି ରହିଛି। ଏଥି ମଧ୍ୟରେ ଅମିକତ ଶାହ କୋରୋନା ପିଜିଟିଭ ଥିବାର ଖବର ସାମ୍ନାକୁ ଆସିଛି। ତେବେ ବିରୋଧି ଦଳ ଏହାକୁ ନେଇ କଟାକ୍ଷ କିରିବା ସହ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ମଧ୍ୟ କରୁଛନ୍ତି। 8 ଅଗଷ୍ଟରେ Muna bhai ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଭିଡିଓରେ ଜଣେ ମୁସ୍ଲିମ ବ୍ୟକ୍ତି କାନ୍ଦି କାନ୍ଦି କହୁଛନ୍ତି ଅମିତ ଶାହ […]

Continue Reading

ଭାଇରାଲ୍ ଫଟୋ ରାଜୀବ ଗାନ୍ଧୀ ରାମ ମନ୍ଦିର ଭୁମି ପୂଜନ କରୁଥିବାର ନୁହେଁ।

ଅଯୋଧ୍ୟାରେ ରାମ ମାନ୍ଦିର ଭୁମି ପୂଜନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା। ଏହି ପୃଷ୍ଠଭୂମିରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରାଯାଇଛି ଯେ ଏହା ହେଉଛି ରାଜୀବ ଗାନ୍ଧୀଙ୍କ ହାତରେ 9 ନଭେମ୍ବର  1989 ରେ ରାମ ମନ୍ଦିର ଭୁମି ପୂଜନର ମୂଳଦୁଆ ପକାଇବା ସମାରୋହର ଫଟୋ ।  3 ଅଗଷ୍ଟରେ Ranjani Kanta Swain ନାମକ ଜଣେ ଫେସବୁକ ୟୁଜର ଏହି ଦାବିରେ ଫୋଟୋ […]

Continue Reading

କ’ଣ ଭିଡିଓ ରେ ଗୀତ ଗାଉ ଥିବା ବ୍ୟକ୍ତି ଦୀପକ ବସନ୍ତ ସାଠେ ଅଟନ୍ତି? ଜାଣନ୍ତୁ ସତ୍ୟ।

କିଛି ଦିନ ପୂର୍ବରୁ କେରଳରେ ହେଇ ଥିବା ବିମାନ ଦୁର୍ଘଟଣାରେ ନିଜ ଜୀବନ ହରାଇଥିଲେ ପାଇଲାଟ୍ ଦୀପକ ବସନ୍ତ ସାଠେ। ଏହି ବିମାନ ଦୁବାଇ ରୁ କେରଳର କୋଜିକୋଡ଼େ ଆସୁଥିଲା। ପାଇଲାଟ୍ ଦୀପକ ସାଠେଙ୍କ ସହକର୍ମୀ ପାଇଲାଟ୍ ଅଖିଲେଶ କୁମାର ମଧ୍ୟ ନିଜ ଜୀବନ ହରାଇଛନ୍ତି। ଏହି ସମୟରେ ଗୋଟିଏ ଭିଡିଓ ଭାଇରାଲ ହେଇଛି ଯେଉଁଥିରେ ଜଣେ ବାୟୁ ସେନା ପୋଷାକ ପିନ୍ଧି ଗୋଟିଏ ଗୀତ ଗାଇବା ଦେଖିବାକୁ ମିଳିଛି। ୮ ଅଗଷ୍ଟ ରେ ଫେସବୁକର ବିଜେଡି […]

Continue Reading