ଏହା କ’ଣ ରାଷ୍ଟ୍ରପତି ପୁଟିନଙ୍କ ଝିଅକୁ ପ୍ରଥମ କୋରୋନା ଟିକା ଦିଆଯାଉଥିବାର ଫୋଟୋ ?

କୋରୋନା ସଂକ୍ରମଣ ବଢ଼ିବା ପରେ କୋରୋନା ୱାକ୍ସିନ୍ ପାଇଁ ସମସ୍ତେ ଅପେକ୍ଷାରେ ଥିଲେ। କେଉଁ ଦେଶ ପ୍ରଥମ କୋରୋନା ୱାକ୍ସିନ୍ କାଢ଼ିବ ତାହା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଲାଗି ରହିଥିଲା। ତେବେ 12 ଅଗଷ୍ଟରେ ରୁଷ ବିଶ୍ୱର ପ୍ରଥମ କୋରୋନା ୱାକ୍ସିନ୍ କାଢ଼ିଥିବାର ଖବର ସାମ୍ନାକୁ ଆସିଲା। ଖବର ଅନୁସାରେ ରୁଷ ଦ୍ୱାରା ପ୍ରସ୍ତୁତ କୋରୋନା ୱାକ୍ସିନ୍ କୋରୋନା ସଂକ୍ରମଣରୁ ରକ୍ଷା କରୁଛି ଏବଂ ଏହା ସଫଳାତ ପୂର୍ବକୁ ପରିକ୍ଷଣ ହୋଇଛି। ଏହା ସହ ଅନ୍ୟ […]

Continue Reading

ମସଜିଦ ପାଇଁ କୋର୍ଟ ଦେଇଥିବା 5 ଏକର ଜମିରେ ବାବ୍ରି ହସ୍ପିଟାଲ ନିର୍ମାଣ କରାଯିବ ?

ରାମ ମନ୍ଦିର ଭପମି ପୂଜନ ପରେ ଏବେ କୋର୍ଟ ମସଜିଦ ପାଇଁ ଦେଇଥିବା 5 ଏକର ଜମି ସମ୍ପର୍କରେ ସୋସିଆଲ ମିଡିଆରେ ଆଲୋଚନା ଲାଗି ରହିଛି। ସୋସିଆଲ ମିଡିଆରେ ଦାବି କରାଯାଇଛି ଯେ, କୋର୍ଟ ଦେଇଥିବା 5 ଏକର ଜମିରେ ମସଜିଦ ବ୍ୟତୀତ ବାବ୍ରୀ- ହସ୍ପିଟାଲ ନିର୍ମାଣ କରାଯିବ।  7 ଅଗଷ୍ଟରେ Soumya Ranjan Dash ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ପୋଷ୍ଟ କରି ଦାବି କରିଛନ୍ତି ଯେ, କୋର୍ଟ ଦେଇଥିବା 5 ଏକର […]

Continue Reading

1 ସେପ୍ଟେମ୍ବରରୁ ସ୍କୁଲ ଖୋଲିବା ନେଇ ଭାଇରାଲ ହେଉଛି ମିଥ୍ୟା ଖବର ।

କୋରୋନା ସଂକ୍ରମଣ ଦିନ କୁ ଦିନ ବଢ଼ିବାରେ ଲେଗିଛି। ଏହି ସମୟରେ ସରକାର ସ୍କୁଲ-କଲେଜ ଖୋଲିବାକୁ ଚାହୁଁନାହାଁନ୍ତି। ସର୍ଭେରେ କେବଳ 33 ପ୍ରତିଶତ ଅଭିଭାବକ 1 ସେପ୍ଟେମ୍ବରରୁ ବିଦ୍ୟାଳୟ ଖୋଲିବାକୁ ରାଜି ହୋଇଛନ୍ତି। କୋଭିଡ -19 ମହାମାରୀ ହେତୁ ଦୀର୍ଘ ଦିନ ଧରି ସ୍କୁଲ ବନ୍ଦ ରହିଛି।  ଏହି ସମୟରେ ସୋସିଆଲ ମିଡିଆରେ ଏକ  ଖବର ଭାଇରାଲ ହେଉଛି ଯେ, 1 ସେପ୍ଟେମ୍ବରରୁ ସାରା ଦେଶରେ ସ୍କୁଲ ଖୋଲାଯିବ।  କିଛି ଲୋକ ଏହି ଖବରକୁ ସତ୍ୟ ଭାବରେ […]

Continue Reading

କ’ଣ ପୋଷ୍ଟ କରା ଯାଇଥିବା ଫୋଟୋରେ ଧର୍ମେନ୍ଦ୍ର ପ୍ରଧାନ ବିଶ୍ଵ ହାତୀ ଦିବସ ଉତ୍ସବରେ ନିଜ ଯୋଗଦାନ ଦେଇଛନ୍ତି? ଜାଣନ୍ତୁ ସତ୍ୟ।

୧୨ ଅଗଷ୍ଟ ୨୦୧୨ ମସିହାରୁ ପ୍ରାରମ୍ଭ ହେଇଥିବା ବିଶ୍ଵ ହାତୀ ଦିବସର ହାତୀଙ୍କର ସଂରକ୍ଷଣ ଏବଂ ସୁରକ୍ଷା କରିବା ଉଦ୍ଦେଶ୍ୟରେ ଗଠନ କରା ଯାଇଥିଲା। ଏହି ଦିବସ ସାରା ପୃଥିବୀରେ ପାଳନ କରା ଯାଏ। ଏହି କଥା ନେଇ ଗତ କାଲୀ ୧୨ ଅଗଷ୍ଟରେ ଜଣେ ଫେସବୁକ ୟୁଜର ତେଲ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହାତୀ ଉପରେ ବସିଥିବା ଫୋଟୋ ପୋଷ୍ଟ କରିଛନ୍ତି ଯେ ସେ ୧୨ ଅଗଷ୍ଟ ୨୦୨୦ ରେ ବିଶ୍ଵ ହାତୀ ଦିବସରେ ଯୋଗଦାନ […]

Continue Reading