କ’ଣ ଗଛ ଲଗାଇବା ଇସଲାମ ଧର୍ମ ବିରୁଦ୍ଧ ହେବାରୁ ପାକିସ୍ତାନର ବାସିନ୍ଦା ଗଛ ଉପାଡ଼ୁଛନ୍ତି? ଜାଣନ୍ତୁ ସତ୍ୟ।

୧୨ ଅଗଷ୍ଟ ରେ ଜଣେ ଫେସବୁକ ୟୁଜର ସାଇବର ଆର୍ମୀ ବିଜେପି ଓଡ଼ିଶା ନାମକ ଫେସବୁକ ଗ୍ରୁପରେ ଗୋଟିଏ ଭିଡିଓ ପୋସ୍ତ କରିଛନ୍ତି। ଏହି ଭିଡିଓରେ କିଛି ଲୋକେ ମାଟିରେ ଲାଗି ଥିବା ଗଛ ଉପାଡ଼ୁଛନ୍ତି। ଏହି ଭିଡିଓ ନେଇ ପୋଷ୍ଟରେ ଦାବି କରା ଯାଇଅଛି ଯେ ଗଛ ଲଗାଇବା ଇସଲାମ ଧର୍ମରେ ଅନୁମତି ନାହିଁ। ସେଥିପାଇଁ ପାକିସ୍ତାନରେ ସରକାର ଲଗାଇଥିବା ଗଛ ଗୁଡ଼ିକ ଲୋକେ ଉପଡ଼ୁଛନ୍ତି।  Archive ଆମ ଅନୁସନ୍ଧାନ:  ପରିବେଶ ଖରାବ ହେଇଚାଲି ଥିବାରୁ […]

Continue Reading

କ।ଣ ଅମିତ ଶାହଙ୍କର କୋରୋନା ପରୀକ୍ଷା ରିପୋର୍ଟ ନେଗେଟିଭ୍ ଆସିଛି? ଜାଣନ୍ତୁ ସତ୍ୟ।

୯ ଅଗଷ୍ଟରେ ଓଡିଶାର ପ୍ରସିଦ୍ଧ ନ୍ୟୁଜ ଚ୍ୟାନାଲ ଓଟିଭି ନିଜ ପତ୍ରିକାରେ ଅମିତ ଶାହଙ୍କ କୋରୋନା ପରୀକ୍ଷା ନେଗେଟିଭ୍ ଆସିଥିବା ଦାବି କରିଛି। ଏହି ଖବର ଅମିତ ଶାହଙ୍କ ସହକର୍ମୀ ମନୋଜ ତିଵାରୀଙ୍କ ଟୁଇଟ କରିଥିବା ପରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଅଗଷ୍ଟ ୨ ତାରିଖରେ ଅମିତ ଶାହ କୋରୋନା ଆକ୍ରାନ୍ତ ହେଇଥିବା କଥା ନିଜେ ଟୁଇଟ କରି ଜଣାଇ ଥିଲେ। ତାଙ୍କ ଚିକିତ୍ସା ଗୁରୁଗ୍ରାମ ସ୍ଥିତ ମେଦାନ୍ତ ହସ୍ପିଟାଲରେ ହେଉଛି।  OTV | Archive […]

Continue Reading