ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ପ୍ରକୃତରେ କରୋନାରୁ ସୁସ୍ଥ ହେବା ପରେ ଏକ ହିନ୍ଦୁ ମନ୍ଦିରକୁ ଯାଇଥିଲେ ?

12 ଅଗଷ୍ଟ 2020 ର Satyendu Nayak ନାମକ ଜଣେ ଫେସବୁକ ୟୁଜର ଏକ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, କରୋନାରୁ ସୁସ୍ଥ ହେବା ପରେ ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଏକ ହିନ୍ଦୁ ମନ୍ଦିରରେ ପୂଜା କରିବାକୁ ଯାଇଥିଲେ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯାଇଥିଲା। ପୋଷ୍ଟକୁ ଅନେକ କମେଣ୍ଟ ଏବଂ ଲାଇକ ମଧ୍ୟ ମିଳିଛି। ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, କରୋନାରୁ ମୁକ୍ତ ଘୋଷଣା କରିବା ପରେ ନ୍ୟୁଜିଲ୍ୟାଣ୍ଡ […]

Continue Reading

ଭାରତୀୟ ରେଳ ବିଭାଗ ଦ୍ୱରା 5285 ପଦ ପାଇଁ କୌଣସି ବିଜ୍ଞାପନ କଢ଼ାଯାଇ ନାହିଁ।

ଦେଶରେ କୋରୋନା ସଂକ୍ରମଣ ବେକାରି ସମସ୍ୟା ବଢ଼ିବାରେ ଲାଗିଥିବା ବେଳେ ଏବଂ ମଧ୍ୟ ସରକାରି ଚାକିରି ପାଇଁ ପିଲାମାନେ ଅପେକ୍ଷା କରି ରହିଛନ୍ତି। ସୋସିଆଲ ମିଡିଆରେ ଏହାକୁ ନେଇ ଏକ ପୋଷ୍ଟ ଭାଇରାଲ ହେଉଛି ଯେ, ଭାରତୀୟ ରେଳ ବିଭାଗ 5285 ପୋଷ୍ଟ କାଢ଼ିଛି। ଏହା ହ୍ୱାଟ୍ସଅପରେ ଏବଂ ଫେସବୁକରେ ସେୟାର ହେବାରେ ଲାଗିଛି। ଆମକୁ ହ୍ୱାଟ୍ସ ଅପରେ ଏହି  ଭାଇରାଲ ପୋଷ୍ଟ ମିଳିଲା। ପେଜରେ ଲେଖା ଯାଇଛି ପଦବି ପାଇଁ ଫୋର୍ମ ପୁରଣ କରିବାର ଅନ୍ତିମ […]

Continue Reading

କ’ଣ ଭାରତ ସ୍ଵାଧୀନ ହେଲା ପରେ ୧୯୪୭ ରୁ ୧୯୭୯ ମସିହା ତକ ସମସ୍ତ ଶିକ୍ଷାମନ୍ତ୍ରୀ ମୁସଲମାନ ଥିଲେ? ଜାଣନ୍ତୁ ସତ୍ୟ।

Photo Credit: India Today ୧୦ ଅଗଷ୍ଟରେ ଜଣେ ଫେସବୁକ ୟୁଜର ନିଜ ଫେସବୁକ ଏକାଉଣ୍ଟରେ ପୋଷ୍ଟକରି ଦାବି କରିଛନ୍ତି ଯେ ୧୯୪୭ ମସିହାରୁ ୨୯୭୯ ମସିହା ପର୍ଯ୍ୟନ୍ତ ଭାରତର ଶିକ୍ଷା ମନ୍ତ୍ରୀ କେବଳ ଇସଲାମ ମଜହବୀ କଟ୍ଟରପନ୍ତି ଲୋକେ ଥିଲେ ଯେଉଁ ମାନେ କଂଗ୍ରେସ ଶାସନ କାଳରେ ୩୧ ବର୍ଷ ଭିତରେ ଭାରତ ଇତିହାସକୁ ବିକୃତ କରି ଦେଇଛନ୍ତି। ଏହି ପୋଷ୍ଟରେ ଏହା ମଧ୍ୟ ଦାବି କରା ଯାଇଅଛି ଯେ ଏହି ମନ୍ତ୍ରୀ ମାନେ ନିମ୍ନଲିଖିତ […]

Continue Reading