କ’ଣ ପେନ୍ସନ୍ ଯୋଜନା ହିତାଧିକାରୀଙ୍କ ମୃତ୍ୟୁ ପରେ ତାଙ୍କ ଉତ୍ତରାଧିକାରୀଙ୍କୁ କୌଣସି ସୁବିଧା ଯୋଗାଇବନି ମୋଦୀ ସରକାର? ଜାଣନ୍ତୁ ସତ୍ୟ।
୧୬ ଅଗଷ୍ଟରେ ଜଣେ ଫେସବୁକ ୟୁଜର ଜୟ ନବୀନ ନାମକ ଫେସବୁକ ଗୃୟରେ ଗୋଟିଏ ପୋସ୍ତ ରେ ଦାବି କରିଛନ୍ତି ଯେ ନରେନ୍ଦ୍ର ମୋଦୀ ପେନସନ ଯୋଜନାରେ ହିତାଧିକାରୀଙ୍କର ମୃତ୍ୟୁ ହେଲା ପରେ ତାଙ୍କର ଉତ୍ତରାଧିକାରୀଙ୍କୁ କିଛିବି ସୁବିଧା ସୁଯୋଗ କରିବେ ନାହିଁ। ଏହି ନିୟମ ଅନ୍ତର୍ଗତ ମୋଦୀ ସରକାର ଦେଶବାଶିଙ୍କୁ ଲୁତୁଛନ୍ତି ବୋଲି ମଧ୍ୟ ଦାବି କରା ଯାଇଅଛି। Facebook | Archive ଆମ ଅନୁସନ୍ଧାନ: ଆମ ଅନୁସନ୍ଧାନରେ ଆମେ ସରକାରୀ ପେନ୍ସନ ପୋର୍ଟାଲ ୱେବସାଇଟରେ […]
Continue Reading