କ’ଣ ଭିଡିଓରେ ଥିବା ପଥର ପୁରୀ ଜଗନାଥ ମନ୍ଦିର ର ଶାଲିଗ୍ରାମ ପଥର? କ’ଣ ଏହି ପଥର ର ପୂଜା ବିପଦ ସମୟରେ କରା ଯାଇଥାଏ? ଜାଣନ୍ତୁ ସତ୍ୟ।

୨୭ ମେ ୨୦୨୦ ରେ ଜଣେ ଫେସବୁକ ୟୁଜର ଦେବମୁର୍ଟ ଦର୍ଶନ ନାମକ ଫେସବୁକ ଗ୍ରୁପରେ ଗୋଟିଏ ଭିଡିଓ ପୋଷ୍ଟ କରି ଦାବି କରିଛନ୍ତି ଯେ ଭିଡିଓରେ ଥିବା ପଥର ପୁରୀ ଜଗନାଥ ମନ୍ଦିର ର ଶାଲିଗ୍ରାମ ପଥର ଅଟେ। ଏହି ପଥର ବିପଦ ସମୟରେ ମନ୍ଦିର ରୁ କାଢି ପୂଜା କରା ଯାଏ। ୧୯୨୦ ମସିହାରେ ଏହି ପଥର ସ୍ପେନିଶ ଫ୍ଲୁ ସମୟରେ ବାହାର କରି ପୂଜା କରା ଯାଇଥିଲା। ବର୍ତମାନ କୋରୋନା ସମୟରେ ମଧ୍ୟ […]

Continue Reading

ଭଗବାନ କୃଷ୍ଣଙ୍କ 5ବର୍ଷ ପୁରୁଣା ବିବାଦୀୟ ଚିତ୍ରର ଚିତ୍ରକର ଗିରଫ ହୋଇ ସାରିଛନ୍ତି।

କୃଷ୍ଣ ଭଗବାନଙ୍କ ଏକ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଫଟୋରେ ଭଗବାନ କୃଷ୍ଣ ଏବଂ ଗୋପୀମାନଙ୍କୁ ଆପତ୍ତିଜନକ ଚିତ୍ରଣ କରାଯାଇଛି। ଦାବି କରାଯାଉଛି ଯେ , ଏହି ଚିତ୍ର ବର୍ତ୍ତମାନ ଗୁଆହାଟୀର ରବୀନ୍ଦ୍ର ଭବନରେ ପ୍ରଦର୍ଶିତ ହୋଇଛି। ଏବଂ ଏହି ଚିତ୍ର  ଆକ୍ରାମ ହୁସେନ୍‌ଙ୍କ ଦ୍ୱରା ବନାଯାଇଛି।  ବିବାଦୀୟ ଚଳଚ୍ଚିତ୍ର ଆକ୍ରାମ ହୁସେନ୍‌ଙ୍କ ଚିତ୍ରକାରଙ୍କୁ ଗିରଫ କରିବାକୁ ଅନେକ ଲୋକ ଦାବି କରିଛନ୍ତି। ଏହି ଫଟୋ 18 ଅଗଷ୍ଟ 2020 ରେ ଦୁର୍ଗା ମାଧବ […]

Continue Reading