ଭକ୍ତମାନେ କ’ଣ ଭଗବାନଙ୍କ କୋରୋନା ଚିକିତ୍ସା କରୁଛନ୍ତି ? ଜାଣନ୍ତୁ ସତ୍ୟ ।

14 ଅଗଷ୍ଟରେ Pinku jena ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏକ ଫୋଟୋ ପୋଷ୍ଟ କରିଛନ୍ତି। ଫୋଟୋରେ ଭଗବାନ ଖଟରେ ସୋଇଥିବାର ଦେଖା ଯାଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, ଭକ୍ତମାନେ ଭଗବାନଙ୍କୁ କୋରୋନା ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।  ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, ଏକି ପାଲା ଚାଲିଛି, ଭକ୍ତେ ଭଗବାନ ଙ୍କୁ Covid hospital ରେ ଭର୍ତ୍ତି କରିଦେଲେଣି, ମଣିଷଙ୍କ ପାଇଁ ଯେଉଁ ଚିକିତ୍ସା. ଭଗବାନଙ୍କ ପାଇଁ ସେହି ଚିକିତ୍ସା ତ। […]

Continue Reading

କ’ଣ ଫୋଟୋରେ ଇଂରେଜଙ୍କର ନିର୍ଯାତନା ସାମନା କରୁଥିବା ବ୍ୟକ୍ତି ଭଗତ ସିଂହ ଅଟନ୍ତି? ଜାଣନ୍ତୁ ସତ୍ୟ।

୧୮ ଅଗଷ୍ଟରେ ଜଣେ ଫେସବୁକ ୟୁଜର ଗୋଟିଏ ଫୋଟୋ ପୋଷ୍ଟ କରି ଦାବି କରିଛନ୍ତି ଯେ ଭଗତ ସିଂହ କୁ ଇଂରେଜ ମାନେ ଚାବୁକରେ ପ୍ରହାର କରୁଛନ୍ତି।  Facebook | Archive ଆମ ଅନୁସନ୍ଧାନ: ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଏହି ବିଷୟ ନେଇ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୨୨ ମେ ୨୦୧୮ ମସିହାରେ ଜଣେ ଟୁଇଟର ୟୁଜର ଏହି ଫୋଟୋ ଟୁଇଟ କରିଥିବା ମିଳିଲା। […]

Continue Reading

ଦିଲ୍ଲୀର ସଙ୍ଗମ ବିହାରର ପୁରୁଣା ଚିତ୍ର ବିଜେପି ସରକାରଙ୍କ ସ୍ଥାନ ବନାରସ ନାମରେ ଭାଇରାଲ ହେଉଛି ।

17 ଅଗଷ୍ଟରେ  Aira Mohanty ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏକ ରାସ୍ତାର ଫୋଟୋ ପୋଷ୍ଟ କରିଛନ୍ତି । ପୋଷ୍ଟରେ ଦାବି କରାଯାଇଛି ଯେ, ଉତ୍ତର ପ୍ରଦେଶ ବନାରସ ସହରର ଏକ ରାସ୍ତାର ନଜାରା । ବନାରଜରେ ବିଜେପି ସରକାରଥାଇ ମଧ୍ୟ ଏପରି ଅବସ୍ଥା ଦେଖି ସୋସିଆଲ ମିଡିଆରେ ଅନେକ ଆଲୋଚନା ଏବଂ ଚର୍ଚ୍ଚା କରାଯାଉଛି।  ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, ଉତ୍ତର ପ୍ରଦେଶର ବନାରସ ସହରର ର ଏକ ରାସ୍ତାର ନଜାରା, […]

Continue Reading

ଅହମଦାବାଦର ଭଙ୍ଗା ରାସ୍ତାର ଫୋଟୋକୁ ବନାରସର କହି ଭାଇରାଲ କରାଯାଉଛି।

14 ଅଗଷ୍ଟରେ Karta Digal ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏକ ଫୋଟୋ ପୋଷ୍ଟ କରିଛନ୍ତି। ଯେଉଁଥିରେ ରାସ୍ତା ମଝିରେ ଏକ ବଡ଼ ଗାତ ହୋଇଥିବାର ଦେଖା ଯାଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, ବନାରସରେ ଭାରତର ପ୍ରଥମ ଅଣ୍ଡରଗ୍ରାଉଣ୍ଡ କ୍ରିକେଟ ଷ୍ଟାଡିଅମ ବନିବାକୁ ଯାଉଛି।  ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ବିଶ୍ବର ପ୍ରଥମ ଅଣ୍ଡରଗ୍ରାଉଣ୍ଡ କ୍ରିକେଟ ଷ୍ଟାଡିଅମ ଭାରତର ବନାରସ ସହରରେ ! ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 14ଥର ସେୟାର କରାଯାଇଛି […]

Continue Reading