କ’ଣ ସ୍ବାଦୀନତା ଦିବସ ଅବସର ରେ ବିଜେପି ପାର୍ଟି ନିଜ ପାର୍ଟି ପତାକା ଉତ୍ତୋଳିତ କରି ଜାତୀୟ ସଙ୍ଗୀତ ଗାଇଛନ୍ତି? ଜାଣନ୍ତୁ ସତ୍ୟ।

୧୭ ଅଗଷ୍ଟ ରେ ଜଣେ ଫେସବୁକ ୟୁଜର ନବୀନ ଓଡ଼ିଶା ନାମକ ଫେସବୁକ ଗ୍ରୁପରେ ଗୋଟିଏ ଭିଡିଓ ପୋସ୍ତ କରି ଦାବି କରିଛନ୍ତି ଯେ ସ୍ଵାଧୀନତା ଦିବସ ଦିନ ବିଜେପି ଦଳ ନିଜ ପାର୍ଟି ପତାକା ଉତ୍ତୋଳିତ କରି ଜାତୀୟ ସଙ୍ଗୀତ (National Anthem) ଗାଉଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ବିଜେପି ସରକାର ବେସୀ ଦିନ ସାଶନରେ ରହିଲେ ତିରଙ୍ଗା କାଢିକି ବିଜେପି ପତାକା କୁ ଜାତୀୟ ପତାକା ଘୋଷଣା କରି ଦେବେ।  ଏହି […]

Continue Reading

କ’ଣ ଉତ୍ତରପ୍ରଦେଶ ବିଜେପି ବିଧାୟକ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ ହେଇଛି? କ’ଣ ଫୋଟୋ ରେ ଥିବା ବ୍ୟକ୍ତି ଉତ୍ତରପ୍ରଦେଶ ବିଜେପି ବିଧାୟକ? ଜାଣନ୍ତୁ ସତ୍ୟ।

୨୦ ଅଗଷ୍ଟରେ ଜଣେ ଫେସବୁକ ୟୁଜର ନବୀନ ଓଡିଶା ନାମକ ଫେସବୁକ ଗ୍ରୁପରେ ଗୋଟିଏ ଫୋଟୋ ପୋଷ୍ଟ କରି ଦାବି କରିଛନ୍ତି ଯେ ଫୋଟୋରେ ଥିବା ବ୍ୟକ୍ତି ଉତ୍ତରପ୍ରଦେଶର ବିଜେପି ବିଧାୟକ ଅଟନ୍ତି ଏବଂ ତାଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ କରା ଯାଇଅଛି। ଏହା ବାବଦ ଏହା ମଧ୍ୟ କହିଛନ୍ତି ଯେ ଉତ୍ତରପ୍ରଦେଶରେ ବର୍ତମାନ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ ଭାବେ ଭୁଶୁଡ଼ି ପଡ଼ିଛି। ଦିନ କୁ ଦିନ ଦୁର୍ନୀତି, ଭ୍ରଷ୍ଟାଚାର, ନାରୀ ନିର୍ଯାତନା, ହତ୍ୟା ଏବଂ […]

Continue Reading