କ’ଣ ଫୋଟୋରେ ଥିବା ବୃଦ୍ଧ ମହିଳା ନରେନ୍ଦ୍ର ମୋଦୀଙ୍କୁ ନିଜ ସମର୍ଥନ ଦେଉଛନ୍ତି? ଜାଣନ୍ତୁ ସତ୍ୟ।
୨୨ ଅଗଷ୍ଟରେ ଜେନ ଫେସବୁକ ୟୁଜର ଅପରାଜିତା ଫ୍ୟାନ କ୍ଲବ ନାମକ ଫେସବୁକ ଗ୍ରୁପରେ ଗୋଟିଏ ଫୋଟୋ ପୋସ୍ତ କରି ଦାବି କରିଛନ୍ତି ଯେ ଫୋଟୋରେ ଥିବା ବୃଦ୍ଧ ମହିଳା ଦେଶର ବିକାଶ କରୁଥିବା ମୋଦୀ ସରକାରଙ୍କୁ ନିଜ ସମର୍ଥନ ଦେଇଆସିଛନ୍ତି। ଏହି ଫୋଟୋରେ ଦେଖିବା କୁ ମିଳିଛି ଯେ ଏହି ମହିଳା ଗୋଟିଏ ପୁସ୍ତକ ଧରି ଛିଡ଼ା ହେଇଛନ୍ତି ଯେଉଥିରେ ମୋଦୀଜିଙ୍କ ଫୋଟୋ ଅଛି ଏବଂ ମୋର ପ୍ରିୟ ପ୍ରଧାନମନ୍ତ୍ରୀ ମଧ୍ୟ ଲେଖା ଯାଇଅଛି। Facebook […]
Continue Reading