2019 ଭିଡିଓକୁ ବର୍ତ୍ତମାନ ରେଳବାଇ କର୍ମଚାରୀ ଘରୋଇକରଣ ବିରୁଦ୍ଧରେ ଆନ୍ଦୋଳନ କରୁଥିବା ଦାବିରେ ଭାଇରାଲ କରାଯାଉଛି।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଦାବି କରାଯାଉଛି ଯେ, ସାରା ଦେଶରେ ଲକ୍ଷ ଲକ୍ଷ ରୋଳବାହି କର୍ମଚାରି ଘରୋଇକରଣ ବିରୋଧରେ ଆନ୍ଦେଳନ କରୁଥିବାର ଭିଡିଓ ଅଟେ। 23 ଅଗଷ୍ଟରେ Rangacharan pradhan ନାମକ ଜଣେ ଫସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏହି ଭିଡିଓ ପୋଷ୍ଟ କରି ଦାବି କରିଛନ୍ତି ଯେ, ସାରା ଦେଶରେ ଲକ୍ଷ ଲକ୍ଷ ରେଳବାଇ କର୍ମଚାରୀ ଘରୋଇକରଣ ବିରୁଦ୍ଧରେ ଆନ୍ଦୋଳନ କରୁଛନ୍ତି । ଆପଣ କେଉଁ ମିଡିଆରେ ଏ ବିଷୟରେ […]

Continue Reading

ଲଭ ଜିହାଦ୍ ବିଷୟରେ ଭାଇରାଲ ହେଉଥିବା ଫଟୋ ଏବଂ ଦାବିଗୁଡ଼ିକର କୌଣସି ସମ୍ବନ୍ଧ ନାହିଁ ।

ଅଲଗା ଧର୍ମ ବିବାହ ଏବଂ ପ୍ରେମ ଜିହାଦ ସମ୍ବନ୍ଧରେ ସୋସିଆଲ ମିଡିଆରେ ଅନେକ ଆଲୋଚନା ଏବଂ ଧର୍ମକୁ ନେଇ ଘୃଣା ପ୍ରଚାର ପ୍ରସାର ପ୍ରାୟତଃ ହୋଇଆସୁଛି।  ଅଣ-ଧାର୍ମିକ ପ୍ରେମ ସମ୍ପର୍କ ବିଷୟରେ କିଛି ଦାବି ଭାଇରାଲ କରାଯାଉଛି।  ଲଭ ଜିହାଦ ବିଷୟରେ ସୋସିଆଲ ମିଡିଆରେ କିଛି ଚିତ୍ର ସେୟାର କରାଯାଉଛି, ଯାହାକି ଚର୍ଚ୍ଚାର ବିଷୟ ପାଲଟିଛି। ସୋସିଆଲ ମିଡିଆରେ କରାଯାଉଥିବା ଦାବି ଅନୁଯାୟୀ ଜଣେ ହିନ୍ଦୁ ଝିଅ ଜଣେ ମୁସଲମାନ ପୁଅକୁ ଭଲ ପାଇ ବିବାହ କରିଥିଲେ, […]

Continue Reading