ପୁରୁଣା ଗ୍ରାଫକୁ ଅନ୍ୟ ଦେଶ ତୁଳନାରେ ଭାରତର ଜିଡିପି ଅଧିକ ଶକ୍ତିଶାଳୀ ଦାବିରେ ଭାଇରାଲ୍ହେଉଛି।
Biswajit Sethi ନାମକ ଜଣେ ଫେସବୁକ ୟୁଜର 3 ସେପ୍ଟେମ୍ବରରେ ଏକ ଫଟୋ ପୋଷ୍ଟ କରିଛନ୍ତି। ଯେଉଁଥିରେ ଦାବି କରାଯାଇଛି ଯେ, 2020ରେ ଭାରତର ଜିଡିପି ଅନ୍ୟ ଦେଶମାନଙ୍କ ଅପେକ୍ଷା ଭଲ ଅଛି। ପୋଷ୍ଟରେ ଲେଖାଯାଇଛି ଯେ, ଆଜିର କୋରୋନା କାଳରେ ମଧ୍ୟ ଭାରତର ଜିଡିପି ମାମଲାରେ ଭାରତ ଅନ୍ୟ ଦେଶମାନଙ୍କୁ ପଛରେ ପକାଇ ଦେଖଇଛି। ଭାଇରାଲ୍ ହେଉଥିବା ଗ୍ରାଫିକ୍ସ ଭାରତ ପାଇଁ 1.9% ଅଭିବୃଦ୍ଧି ହାର ଦାବି କରିଛି ଏବଂ ଅନ୍ୟ 16 ଟି ଦେଶ […]
Continue Reading