ମୁମ୍ବାଇ ରାସ୍ତା ଉପରେ ଅବୈଧ ମସଜିଦଥିବା ଦାବିରେ ଭାଇରାଲ ହେଉଥିବା ଫଟୋ ମଧ୍ୟ ପ୍ରଦେଶ କଟରା ବଜାରର ଅଟେ।

ମହାରାଷ୍ଟ୍ର ସରକାର କଙ୍ଗନା ରଣାୱତର ଘର ଭାଙ୍ଗିବା ଘଟଣାପରେ ଏବେ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଇଛି।, ଯେଉଁଥିରେ ଦାବି କରାଯାଇଛି ଯେ, ମୁମ୍ବାଇରେ ପ୍ରାୟ 200 ଅବୈଧ ମସଜିଦ ଓ ଅସଂଖ୍ୟ ମଜାର ରାସ୍ତା ଉପରେ ଅଛି। କ୍ନିତୁ ମହାରାଷ୍ଟ୍ର ସରକାର ତାହା ହଟଉ ନାହିଁ। ଭାଇରାଲ ଫୋଚୋ ମୁମ୍ବାଇର ବୋଲି ଦାବି କରାଯାଇଛି। 9 ସେପ୍ଟେମ୍ବରରେ Arun tripathy  ଏବଂ  Bikashram gopi ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ […]

Continue Reading