ଶିବରାସ ସିଂଙ୍କ ଉପରେ ଚପଲ ପଡୁଥିବାର ଭାଇରାଲ ଭିଡିଓ ଦୁଇ ବର୍ଷ ପୁରୁଣା ଅଟେ ।

ମଧ୍ୟପ୍ରଦେଶରେ ଉପନିର୍ବାଚନ ସାମ୍ନାରେଥିବା ବେଳେ ସୋସିଆଲ ମିଡିଆରେ ଅନେକ ଭିଜିଓ ଏବଂ ଫଟୋ ଭାଇରାଲ ହେବାରେ ଲେଗିଛି। କିଛି ସପ୍ତାହ ପୂର୍ବରୁ  Jhariya Nayak ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ମଧ୍ୟପ୍ରେଦଶ ମୁଖ୍ୟମନ୍ତ୍ରୀଙ୍କ ଏକ ଭିଡିଓ ପୋଷ୍ଟ କରାଯାଇଛି। ଭିଡିଓରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂଙ୍କ ଉପରେ ଏକ ସଭାରେ ଜୋତା ଭିଙ୍ଗା ଯାଉଥିବାର ଦେଖାଯାଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, ବିଧାୟକ କିଣି ସରକାର ବନାଇଥିବା ବିଜେପି ସରକାରକୁ ଜନତା ଜୋତା ଚପଲ ପକାଇ […]

Continue Reading

କ’ଣ ଫୋଟୋରେ ଥିବା ଦୃଶ୍ୟ ବିହାର ରାଜ୍ୟର ତାଲାବନ୍ଦ ସମୟର ଦୃଶ୍ୟ ଅଟେ?

ବିହାର ନିର୍ବାଚନ ନିକଟ ଆସିଥିବାରୁ ବର୍ତମାନ ସୋସିଆଲ ମିଡିଆରେ ବିଭିନ୍ନ ରାଜନୈତିକ ପାର୍ଟି ବିରୁଦ୍ଧରେ ପୋଷ୍ଟ ଭାଇରାଲ ହେବା ଦେଖିବା କୁ ମିଳିଛି। ଏମିତି ସମୟରେ ଜଣେ ଫେସବୁକ ୟୁଜର ତାଲାବନ୍ଦ ସମୟରେ ଭାଇରାଲ ହେଇଥିବା ଗୋଟିଏ ପୋଷ୍ଟ କରି ଦାବି କରିଛନ୍ତି କି ଏହି ଫୋଟୋ ବିହାର ରାଜ୍ୟର ଅଟେ। ଏହି ଫୋଟୋରେ ଆମେ ଦେଖିବାକୁ ପାଇଲୁ ଯେ ଗୋଟିଏ ଟ୍ରକ୍ ଉପରେ କିଛି ଲୋକ ବସିଥିବା ସମୟରେ ଜଣେ ବ୍ୟକ୍ତି ଗୋଟିଏ ହାତରେ ଟ୍ରକ୍ […]

Continue Reading