ଏକ ସୋର୍ଟ ଫିଲ୍ମର ଫଟୋକୁ ମଦ୍ରାସାରେ ମୌଲଭୀ ଜଣକ ଛାତ୍ରୀ ସହ ଦୁଷ୍କର୍ମ କରୁଥିବା ଦାବିରେ ଭାଇରାଲ କରାଯାଉଛି।
ମଦରାସା କୁ ନେଇ ସୋସିଆଲ ମିଡିଆରେ ଅନେକ ଫଟୋ ଏବଂ ଭିଡିଓ ଭୁଲ ଦାବିରେ ଭାଇରାଲ କରାଯାଉଛି। ଏହି ପରି ଏକ ଫଟୋ ଭାଇରାଲ ହେଉଛି ଯେଉଁଥିରେ ଜଣେ ଟୋପି ପିନ୍ଧିଥିବା ମୁସଲମାନ ବ୍ୟକ୍ତି ଜଣେ ଝିଅ ସହିତ ଆପତ୍ତିଜନକ କାର୍ଯ୍ୟ କରୁଥିବା ଦେଖାଯାଉଛି। ଫଟୋରେ ଦାବି କରାଯାଉଛି ଯେ, ମଦ୍ରାସାରେ ଜଣେ ମୌଲଭୀ ଏକ ଛାତ୍ରଙ୍କ ସହ ଅଶ୍ଳୀଳ ବ୍ୟବହାର କରୁଛି। ଆମ ଅନୁସନ୍ଧାନରେ ଆମେ ଭାଇରାଲ ଫଟୋ ସହ କରାଯାଉଥିବା ଦାବି ମିଥ୍ୟା ପ୍ରମାଣିତ […]
Continue Reading