ଏକ ସୋର୍ଟ ଫିଲ୍ମର ଫଟୋକୁ ମଦ୍ରାସାରେ ମୌଲଭୀ ଜଣକ ଛାତ୍ରୀ ସହ ଦୁଷ୍କର୍ମ କରୁଥିବା ଦାବିରେ ଭାଇରାଲ କରାଯାଉଛି।

ମଦରାସା କୁ ନେଇ ସୋସିଆଲ ମିଡିଆରେ ଅନେକ ଫଟୋ ଏବଂ ଭିଡିଓ ଭୁଲ ଦାବିରେ ଭାଇରାଲ କରାଯାଉଛି। ଏହି ପରି ଏକ ଫଟୋ ଭାଇରାଲ ହେଉଛି ଯେଉଁଥିରେ ଜଣେ ଟୋପି ପିନ୍ଧିଥିବା ମୁସଲମାନ ବ୍ୟକ୍ତି ଜଣେ ଝିଅ ସହିତ ଆପତ୍ତିଜନକ କାର୍ଯ୍ୟ କରୁଥିବା ଦେଖାଯାଉଛି। ଫଟୋରେ ଦାବି କରାଯାଉଛି ଯେ, ମଦ୍ରାସାରେ ଜଣେ  ମୌଲଭୀ ଏକ ଛାତ୍ରଙ୍କ ସହ ଅଶ୍ଳୀଳ ବ୍ୟବହାର କରୁଛି।  ଆମ ଅନୁସନ୍ଧାନରେ ଆମେ ଭାଇରାଲ ଫଟୋ ସହ କରାଯାଉଥିବା ଦାବି ମିଥ୍ୟା ପ୍ରମାଣିତ […]

Continue Reading

ଭାରତ ସରକାର ମାସ୍କ , ହ୍ୟାଣ୍ଡୱାସ ଏବଂ ସାନିଟାଇଜରରେ 18 ପ୍ରତିଶତ ଜିଏସଟି ଲଗାଇଛି କି?

ବର୍ତ୍ତମାନ ସୋସିଆଲ ମିଡିଆରେ କରୋନାକୁ ଏଡାଇବା ପାଇଁ ବ୍ୟବାହର ହେଉଥିବା ମାସ୍କ ଉପରେ ସରକାର18 ପ୍ରତିଶତ ଜିଏସଟି ଆଦାୟ କରିବାର ସୂଚନା ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ସୋସିଆଲ ମିଡିଆରେ ଆଲୋଚନା କରାଯାଉଛି।  କିନ୍ତୁ ଆମ ଅନୁସନ୍ଧାନରେ ଭାଇରାଲ ଖବର ମିଥ୍ୟା ପ୍ରମାଣିତ ହୋଇଛି। ଭାରତ ସରକାର କୌଣସି ମାସ୍କ ଉପରେ 18 ପ୍ରତିଶତ ଜିଏସ୍ଟି ଆଦାୟ କରିବା ନେଇ ଘୋଷଣା କରିନାହିଁ।  କଟନ ମାସ୍କ ଉପରେ ସରକାର 5 ପ୍ରତିଶତ ଜିଏସ୍ଟି ଏବଂ ଅନ୍ୟ […]

Continue Reading

No Islam, No Sharia, No Halal ଫଟୋ ଫ୍ରାନ୍ସ ବିରୋଧ ପ୍ରଦର୍ଶନର ଅଟେ?

24 ଅକ୍ଟୋବରରେ ଦୁଶ୍ମନ୍ତ କୁମାର ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟ କରାଯାଇଥିବା ଫଟୋରେ ଲେଖା ଯାଇଛି, No Islam, No Sharia, No Halal. ପୋଷ୍ଟରେ ଦାବି କରାଯାଇଛି ଏହି ଫଟୋ ଫ୍ରାନ୍ସ ପ୍ରଦର୍ଶନର ଅଟେ। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, #ଫ୍ରନ୍ସ ର #ରାଷ୍ଟ୍ରପତି ନିକଟରେ #ଈସଲାମ_ସନ୍ତ୍ରାସ ଉପରେ ଯେପରି ସ୍ପଷ୍ଟ ଭାବରେ ମତାମତ ରଖିଲେ ଠିକ ସେହିପରି ଭାବେ ପ୍ରତ୍ଯେକ #ରାଷ୍ଟ୍ରଧକ୍ଷ୍ୟ ସେହିପରି ସ୍ପଷ୍ଟ […]

Continue Reading

କ’ଣ ପାକିସ୍ତାନର ସଂସଦରେ ସାଂସଦ ମାନେ ପ୍ରକୃତରରେ ମୋଦୀ-ମୋଦୀ ଚିତ୍କାର କରିଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓ ପାକିସ୍ତାନର ସଂସଦର ଦୃଶ୍ୟ ଅଟେ। ଏହି ଭିଡିଓ ଗୋଟିଏ ନ୍ୟୁଜ ଚ୍ୟାନାଲରେ ପ୍ରସାରିତ ହୋଇଅଛି। ଭିଡିଓରେ ଜଣେ ସାଂସଦ କିଛି କହିବାକୁ ଚେଷ୍ଟା କରୁଥିବା ସମୟରେ ବାକି ନେତା ମାନେ ମୋଦୀ ମୋଦୀ ଚିତ୍କାର କରୁଥିବା ଶୁଣିବାକୁ ମିଳିଛି। ଫେକ୍ଟ କୃସେଣ୍ଡୋର ଅନୁସନ୍ଧାନର ଏହି ଭିଡିଓରେ କରା ଯାଇଥିବା ଦାବି ମିଥ୍ୟା ବୋଲି ପ୍ରମାଣ ହେଇଛି।  କ’ଣ ଦାବି ଏହି ପୋଷ୍ଟର? ୨୯ ଅକ୍ଟୋବରରେ […]

Continue Reading

ଝିଅ ମୁଣ୍ଡରେ ମହିଳା ସ୍ୱସ୍ତିକ ଚିହ୍ନ କରୁଛି କି? ଏବଂ ଏହି ଜନଜାତି କ’ଣ ସ୍ୱସ୍ତିକ ଚିହ୍ନ କରି ଭାଗବାନ ଶିବକୁ ପୂଜା କରନ୍ତି?

ଭାରତରେ ଭାଗବାନଙ୍କୁ ନେଇ ଲୋକଙ୍କ ଆସ୍ଥା ଏବଂ ବିଶ୍ୱାସ ବହୁତ ଅଧିକ। ଏଥି ପାଇଁ ହିନ୍ଦୁ ଧର୍ମରେ ସମସ୍ତ ପର୍ବପର୍ବାଣି ପ୍ରାୟ ଭଗବାନଙ୍କୁ ନେଇ ପାଳନ କରାଯାଏ। ଏହା ଛଡ଼ା ଆସ୍ଥା ଏବଂ ବିଶ୍ୱାସରୁ ଆଗକୁ ବଢ଼ିଲେ ଲୋକେ ଅନ୍ଧବିଶ୍ୱାସର ମଧ୍ୟ ସିକାର ହୁଅନ୍ତି। ସେପରି ଆସ୍ଥା ଏବଂ ବିଶ୍ୱାସକୁ ନେଇ କିଛି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୁଏ ଯାହାକୁ ନେଇ ଲୋକଙ୍କ ମନରେ ମିଥ୍ୟା ସୂଚନା ମଧ୍ୟ ସତ୍ୟ ଲାଗେ। ସୋସିଆଲ […]

Continue Reading

କ’ଣ ଏହି ଭିଡିଓରେ ରାହୁଲ ଗାନ୍ଧୀ ନିଜ ଭାଷଣ ଭୁଲି ସେଠାରୁ ଚାଲି ଗଲେ? ଜାଣନ୍ତୁ ସତ୍ୟ।

ରାଜନୈତିକ ଦଳ ସମର୍ଥକ ମାନେ ପରସ୍ପର ପାର୍ଟି ବିରୋଧରେ ସୋସିଆଲ ମିଡିଆରେ ପୋସ୍ତ କରି ଆସିଛନ୍ତି। ଜଣେ ପରସ୍ପର ସମର୍ଥନ କରୁ ଥିବା ପାର୍ଟିର ନିନ୍ଦା ବା ଥଟା ମଧ୍ୟ କରୁଥିବା ପୋଷ୍ଟ ଏବଂ ଭିଡିଓ ଦେଖିବାକୁ ମିଳେ। ବର୍ତମାନ ସୋସିଆଲ ମିଡିଆରେ ରାହୁଲ ଗାନ୍ଧୀଙ୍କୁ ନେଇ ଏପରି ଗୋଟିଏ ଭିଡିଓ ପୋଷ୍ଟ କରା ଯାଇଅଛି।  ଫେକ୍ଟ କୃସେଣ୍ଡୋ ଏହି ଭିଡିଓର ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ଏହି ପୋଷ୍ଟର? 15 ଅକ୍ଟୋବରରେ ଜଣେ […]

Continue Reading

କ’ଣ ପ୍ୟାରିସରେ ରାସ୍ତା ଅବର୍ଦ୍ଧ କରି ନମାଜ ପଢୁ ଥିବା ସମୟରେ ଫ୍ରାନ୍ସ ନିବାସୀ ତାଙ୍କ ରାଷ୍ଟ୍ରୀୟ ସଙ୍ଗୀତ ଗାନ କରିଥିବା ଭିଡିଓ ବର୍ତମାନ ସମୟର? ଜାଣନ୍ତୁ ସତ୍ୟ।

ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍ ପ୍ୟାରିସରେ ଆତଙ୍କବାଦ ସହିତ ଜଡ଼ିତ ଘଟଣା ଉପରେ ନିଜ ମନ୍ତବ୍ୟ ଦେବା ପରେ ସୋସିଆଲ ମିଡିଆରେ ବିରୋଧ ରୂପରେ ଅନେକ ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେଉଛି। ଏହି ମଧ୍ୟରେ ଗୋଟିଏ ଭିଡିଓ ଦେଖିବା କୁ ମିଳିଛି ଯେଉଁଥିରେ ଶହ ଶହ ବିକ୍ଷୋଭକାରୀ ରାସ୍ତାରେ ଯାଉଥିବା ଦର୍ଶାଇ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେ ପ୍ୟାରିସରେ ମୁସଲମାନ ମାନେ ରାସ୍ତା ଅବରୋଧ କରି ନମାଜ ପଢୁଛନ୍ତି।  ଫେକ୍ଟ କୃସେଣ୍ଡୋ ଏହି […]

Continue Reading

କୋଲକାତାର “ଗୋ ବ୍ୟାକ୍ ମୋଦୀ” CAA ବିରୋଧ ପ୍ରଦର୍ଶନ କୁ ବିହାର ନିର୍ବାଚନ ଦାବିରେ ଭାଇରାଲ କରାଯାଉଛି।

ବିହାର ବିଧାନସଭା ନିର୍ବାଚନ କୁ ନେଇ ସୋସିଆଲ ମିଡିଆରେ ଅନେକ ପୁରୁଣା ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ଏଥିମଧ୍ୟରେ ଏକ ଫଟୋ ଭାଇରାଲ ହେଉଛି , ଯେଉଁଥିରେ ମୋଦୀ ସରକାର ବିରୋଧରେ ପ୍ରଦର୍ଶନ କରାଯାଉଥିବାର ଦେଖାଯାଉଛି। ଫଟୋରେ ରାସ୍ତାରେ ବିରାଟ ଅକ୍ଷରରେ ଲେଖାଯାଇଥିବା “ଗୋ ବ୍ୟାକ ମୋଦୀ” । ଫୋଟେ ସହ ସେୟାର କରାଯାଉଛି ଯେ ବିହାରର ଭୋଟରମାନେ ମୋଦୀ ସରକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି।  ଅନୁସନ୍ଧାନରେ ଆମେ ଭାଇରାଲ ଫଟୋ ବିହାରର ନୁହେଁ […]

Continue Reading

ବିଜେପି ବିହାର ନିର୍ବାଚନ ପ୍ରଚାରରେ ଏହି ମଦ ବୋତଲ ବାଣ୍ଟୁଛି ?

ବିହାର ନିର୍ବାଚନକୁ ନେଇ ପ୍ରଚାର ଲାଗିରହିଛି। ସୋସିଆଲ ମିଡିଆରେ ଏହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ କିଛି ମଦ ବୋତଲ ଦେଖିବାକୁ ମିଳୁଛି। ଫଟୋ ସହ ଦାବି କରାଯାଉଛି ଯେ, ବିହାର ନିର୍ବାଚନରେ ବିଜେପି ଜନତାଙ୍କୁ ମଦ ବୋତଲ ଲାଞ୍ଚ ଦେଉଛି।  ବିଜେପି ସେନାବାହିନି ନାମକ ଜଣେ ଫେସବୁକ ୟୁଜର 25 ଅଗଷ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଥିଲେ। ପୋଷ୍ଟରେ ଦାବି କରାଯାଇଛି ଯେ, ବିହାରରେ […]

Continue Reading

ଫ୍ଲିପକାର୍ଟ ଚାଇନା କମ୍ପାନୀ କି? ଜାଣନ୍ତୁ ସତ୍ୟତା।

କୋରୋନା ମହାମାରି ପାଇଁ ଦେଶରେ ଚାକିରି ଏବଂ ଅର୍ଥବ୍ୟବସ୍ଥାରେ ସମସ୍ୟା ଦେଖାଯାଇଛି। ଏହାକୁ ନେଇ ଯୁବ ପିଢ଼ିମାନେ ଅନେକଥର ବିରୋଧ ପ୍ରଦର୍ଶନ କରିବା ସହ ସରକାରଠାରୁ ଚାକିରିର ଦାବି ମଧ୍ୟ କରିଛନ୍ତି। ବେକାରି ସମସ୍ୟା ପାଇଁ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ଏହି ପରି ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦାବି କରାଯାଇଛି ଯେ, ଭାରତ ସରକାର ଯୁବପିଢ଼ି କୁ ଚାକିରି ଦେଇପାରିଲାନି କିନ୍ତୁ ଚାଇନା କମ୍ପାନୀ ଫ୍ଲିପକାର୍ଟ ଆସନ୍ତା […]

Continue Reading