ହିମାଳୟ ଡ୍ରଗ୍ କମ୍ପାନୀର ପ୍ରତିଷ୍ଠାତା ନାମରେ ସାମ୍ପ୍ରଦାୟିକ ଭାଷଣ ଏକ ଫେକ ଭିଡିଓ ଭାଇରାଲ ହେଉଛି ।
27 ସେପ୍ଟେମ୍ବରରେ Sudhanshu Dash ନାମକ ଜଣେ ଫେସ ବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏକ ଭିଡିଓ ଏବଂ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଭିଡିଓରେଥିବା ବ୍ୟକ୍ତି ହିମାଳୟା ଡ୍ରଗ୍ସ କମ୍ପାନୀର ମାଲିକ ମୋହମ୍ମଦ ମନାଲ ଅଟନ୍ତି। ଭାରତ ଉପରେ କେମିତି କବଜା କରାଯିବା ୟାଙ୍କ ମୁହଁରୁ ଜାଣନ୍ତୁ। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ଏ ହାରମଖୋର ହିମାଳୟ କମ୍ପାନୀକୁ ବହିଷ୍କର କରାଯାଉ, ଏହି କମ୍ପାନୀର ଜିନିଷକୁ କିଣାକିଣି ବନ୍ଦ କରନ୍ତୁ। ଆମ […]
Continue Reading