ଯୋଗୀ ଆଦିତ୍ୟନାଥଙ୍କ ନାମରେ ଏକ ନକଲି ନ୍ୟୁଜ୍ ସ୍କ୍ରିନପେଜ ଭାଇରାଲ ହୋଉଛି।

ଯୋଗୀ ଆଦିତ୍ୟନାଥ 2 ଅକ୍ଟୋବରରେ ହାଥରସ୍ ଦୁଷ୍କର୍ମକୁ ନେଇ ତାଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଟୁଇଟ୍ କରି ଏହାକୁ ନେଇ ତାଙ୍କ ମତ ଦେଇଥିଲେ।  ଏହା ପରେ ସୋସିଆଲ ଫୋରମରେ ତାଙ୍କ ନାମରେ ଏକ ବିବାଦୀୟ ପୋଷ୍ଟ ଭାଇରାଲ ହେବାରେ ଲାଗିଛି।  ଯେଉଁଥିରେ ଆଜ ତକ ନ୍ୟୁଜ ଚ୍ୟାନେଲର ଏକ ସ୍କ୍ରିନସୋଟ ପୋଷ୍ଟର ସେୟାର କରାଯାଉଛି।  ପୋଷ୍ଟରେ ଆଜତକ ଚ୍ୟାନେଲର ଚିହ୍ନ ରହିଛି ଏବଂ ତଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଚିତ୍ର ଦେଖିପାରିବେ।  ତାଙ୍କ ଛବିର ବାମ […]

Continue Reading

ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ତଥା ଅଖିଳେଶ ଯାଦବଙ୍କ ପିତା ମୁଲାୟମ ସିଂ ଯାଦବଙ୍କ ଦେହାନ୍ତ ମିଥ୍ୟା ଖବର ଭାଇରାଲ।

ସୋସିଆଲ ମିଡିଆରେ ସମାଜବାଦି ପାର୍ଟି ନେତା ଅର୍ଥାତ୍ ପୂର୍ବ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ମୃତ୍ୟୁ ଖବର ଭାଇରାଲ ହେବାରେ ଲିଗିଛି। ସୋସିଆଲ ମିଡିଆରେ ଅଖିଲେଶ ଯାଦବଙ୍କ ବାପା ମୁଲାୟମ ସିଂହ ଯାଦବଙ୍କ ଫଟୋ ତାଙ୍କ ମୃତ୍ୟୁ ଖବର ସହ ଭାଇରାଲ ହେଉଛି।  ଆମ ଅନୁସନ୍ଧାନରେ ଭାଇରାଲ ଖବର ଭୁଲ ପ୍ରମାଣିତ ହୋଇଛି। 6 ଅକ୍ଟୋବରରେ Mo PURI ନାମକ ଜଣେ ଫସବୁକ ୟୁଜର ସମାନ ଦାବିରେ ସମାଜବାଦି ପାର୍ଟିର ବରିଷ୍ଠ ନେତା ମୁଲାୟମ ସିଂହ  ୟାଦବଙ୍କ […]

Continue Reading