କ’ଣ ଭିଡିଓରେ ଥିବା ମହିଳା ହାଥରସ ପୀଡ଼ିତା ଅଟନ୍ତି? କ’ଣ ସେ ଜଣେ ଟପ୍ପର ଥିଲେ? ଜାଣନ୍ତୁ ସତ୍ୟ।
ହାଥରସରେ ହେଇଥିବା ଘଟଣାକୁ ନେଇ ସୋସିଆଲ ମିଡିଆରେ ଅନେକ ଫୋଟୋ ଏବଂ ଭିଡିଓ ଭାଇରାଲ ହେଉଛି। ଏହି ଘଟଣା ନେଇ ଫେକ୍ଟ କେଇସେଣ୍ଡୋ ଅନେକ ମିଥ୍ୟା ପୋଷ୍ଟ ଖୋଜି ତାହା ପଛରେ ଥିବା ସତ୍ୟକୁ ସାମନା କୁ ଆଣିଛି। ବିଗତ କିଛି ଦିନ ରୁ ଗୋଟିଏ ଭିଡିଓ ଫେସବୁକରେ ଭାଇରାଲ ହେଇଥିବା ଦେଖିବାକୁ ମିଳିଛି। ଭାଇରାଲ ଭିଡିଓରେ ଆମକୁ ଦେଖିବାକୁ ମିଳିଛି ଯେ ଜଣେ ଯୁବତୀ ଚାଲି ଚାଲି ଆସୁଥିଲା ବେଳେ ଅନେକ ଲୋକେ ତାଳି ବଜାଇ […]
Continue Reading