ଆସାମରେ ଦଳିତ ରିକ୍ସାବାଲାର ରିକ୍ସା ଭାଙ୍ଗୀ ଦିଆଯିବା ଦାବିରେ ଭାଇରାଲ ହେଉଥିବା ଫଟୋ ବାଙ୍ଗଲାଦେଶର ଅଟେ ।

ଦେଶରେ ଦଳିତମାନଙ୍କୁ ନେଇ ଚାଲିଥିବା ବିବାଦ କୁ ସୋସିଆଲ ମିଡିଆରେ ଆଲୋଚନା ଏବଂ ଚର୍ଚ୍ଚା କରାଯାଉଛି। ଏହାକୁ ନେଇ ଅଲଗା ଅଲଗା ଫଟୋ ଏବଂ ଭିଡିଓ ଭିନ୍ନ ଭିନ୍ନ ଦାବିରେ ଭାଇରାଲ କରାଯାଉଛି। ଏହା ପରି କିଛି ଫଟୋ ସାମ୍ନାକୁ ଆସିଛି। ଯେଉଁଥିରେ ଏକ ବ୍ୟକ୍ତି କାନ୍ଦୁଥିବାର ଦେଖା ଯାଉଛି। ଏବଂ ଅନ୍ୟ ଏକ ଫଟୋରେ ବ୍ୟକ୍ତିର ଫଛରେ ରିକ୍ସାକୁ ଭାଙ୍ଗି ଟ୍ରକରେ ପକାଯାଉଥିବାର ଦେଖା ଯାଇଛି। ଫଟୋ ସହ ଦାବି କରାଯାଉଛି ଯେ, ଆସାମରେ ଜଣେ […]

Continue Reading

କ’ଣ ପୋଷ୍ଟ କରା ଯାଇଥିବା ଫୋଟୋରେ ମାହାତ୍ମା ଗାନ୍ଧୀ ନିଜ ଗାର୍ଲଫ୍ରେଣ୍ଡ ସହିତ ଅଛନ୍ତି? ଯାନତୁ ସତ୍ୟ।

ବିଗତ କିଛି ବର୍ଷ ଧରି ସୋସିଆଲ ମିଡିଆରେ ମାହାତ୍ମା ଗାନ୍ଧୀଙ୍କର ଗୋଟିଏ ଫୋଟୋ ବହୁତ ଭାଇରାଲ ହେଉଛି। ଏହି ଫୋଟୋରେ ଦେଖିବାକୁ ମିଳିଛି ଯେ ମାହାତ୍ମା ଗାନ୍ଧୀ ଜଣେ ଯୁବତୀଙ୍କ ସହିତ ଅଛନ୍ତି। ଫେକ୍ଟ କୃସେଣ୍ଡୋ ଏହି ଫୋଟୋ ବିଷୟରେ ଅନୁସନ୍ଧାନ କରି ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି କରା ଯାଇଅଛି? ୭ ଅକ୍ଟୋବର ୨୦୨୦ ରେ ଜଣେ ଫେସବୁକ ୟୁଜର ବାବୁଷାନ ଫ୍ୟାନ କ୍ଲବ ନାମକ ଫେସବୁକ ପେଜରେ […]

Continue Reading

କ’ଣ ଉଦ୍ଧବ ଠାକ୍ରେ ଅର୍ଣବ ଗୋସ୍ଵାମୀଙ୍କର ରିପବ୍ଲିକ ଭାରତ ଟିଭି ଚ୍ୟାନାଲ ଦେଖୁଛନ୍ତି? ଜାଣନ୍ତୁ ସତ୍ୟ।

ବିଗତ କିଛି ଦିନ ତଳେ ରିପବ୍ଲିକ ଟିଭି ଉପରେ ଅଭିଯୋଗ ଲାଗିଥିଲା ଯେ ଚ୍ୟାନାଲର ଟିଆରପି ବଢାଇବା ପାଇଁ ଚ୍ୟାନାଲ ମିଥ୍ୟା ବର୍ଣନା ପ୍ରସାରିତ କରିଥିଲା। ରିପବ୍ଲିକ ଟିଭି ଚ୍ୟାନାଲର ରେଟିଙ୍ଗ ସର୍ବାଧିକ ଥିଲା। ମୁମ୍ବାଇ ପୋଲିସ କହିବା ଅନୁଯାୟୀ ରିପବ୍ଲିକ ଟିଭି ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣା ନେଇ ମୁମ୍ବାଇ ପୋଲିସ ଉପରେ ଅଭିଯୋଗ ଲଗାଇ ନିଜ ଚ୍ୟାନାଲରେ ସମ୍ବାଦ ପ୍ରସାରିତ କରିଥିଲା। ଏହି ଘଟଣା ନେଇ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଭାଇରାଲ […]

Continue Reading