2012 ମସିହା ଆନ୍ଧ୍ରପ୍ରଦେଶ ଭିଡିଓକୁ ବର୍ତ୍ତମାନ ହାଇଦ୍ରାବାଦ ବନ୍ୟା ସ୍ଥିତି ଦାବିରେ ଭାଇରାଲ କରାଯାଉଛି।

ହାଇଦ୍ରାବାଦରେ ଲଗାଣ ବର୍ଷା ପାଇଁ ଜଳମଗ୍ନ ହୋଇଛି। ଏହାର ଭିଡିଓ ସୋସିଅଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଜାଗା ଜାଗାରେ ପାଣି ଭର୍ତ୍ତି ହେବାରେ ଲାଗିଛି। ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ରେଳ ବ୍ରିଜରେ ବନ୍ୟା ପାଣି ଭର୍ତ୍ତି ହେଉଥିବାର ଦେଖା ଯାଉଛି। ଭିଡିଓରେ ରେଳ ବ୍ରିଜ ଉପରେ ପ୍ରବଳ ମାତ୍ରାପେ ପାଣି ଆସୁଥିବାର ଦେଖାଯାଉଛି। ଏହାକୁ ହାଇଦ୍ରାବାଦ ରେଳ ବ୍ରିଜରେ ବନ୍ୟା ସ୍ଥିତି ବନିଥିବା ନେଇ ଭାଇରାଲ  ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓ ବର୍ତ୍ତମାନର […]

Continue Reading

କ’ଣ ପୋଷ୍ଟରେ ଥିବା ବ୍ୟକ୍ତି ରାହୁଲ ଗାନ୍ଧୀଙ୍କର ସମ୍ପର୍କୀୟ? କ’ଣ ସେ ଇଟାଲୀର ସଂସଦରେ ଲଙ୍ଗଳା ହେଇ ବିରୋଧ ପ୍ରଦର୍ଶନ କରୁଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତମାନ ସୋସିଆଲ ମିଡିଆରେ ଗୋଟିଏ ଫୋଟୋ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଏହି ଫୋଟୋରେ ଜଣେ ବ୍ୟକ୍ତି ବସ୍ତରହୀନ ଅବସ୍ତାରେ ଗୋଟିଏ ସାକ୍ଷାତରେ ଛିଡ଼ଦା ହେଇଛନ୍ତି। ଏହି ଫୋଟୋନେଇ ସୋସିଆଲ ମିଡିଆରେ ଅନେକ ପ୍ରକାର ଦାବି ହେଇଥିବା ସାମନାକୁ ଆସିଛି।  ଫେକ୍ଟ କୃସେଣ୍ଡୋ ଏହି ଦାବିର ଅନୁସନ୍ଧାନକରି ଏହା କୁ ମିଥ୍ୟାବୋଲି ପାଇଲା।  କ’ଣ ଏହି ପୋଷ୍ଟର ଦାବି ? ୧୫ ଅକ୍ଟୋବରରେ ଜଣେ ଫେସବୁକ ୟୁଜର ଗୋଟିଏ ଫୋଟୋ ପୋଷ୍ଟ କରି ଦାବି କରିଛନ୍ତି ଯେ […]

Continue Reading