ବଳାତ୍କାର ହେଉଛି ଭାରତୀୟ ପରମ୍ପରା ଏବଂ ସଂସ୍କୃତିର ଏକ ଅଂଶ ବୋଲି କିରଣ ଖେର କହିନାହାନ୍ତି।

ସୋସିଆଲ ମିଡ଼ିଆରେ ବିଜେପି ନେତାଙ୍କ କିଛି ମତ ପୋଷ୍ଟ ମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ସାଂସଦ କିରଣ ଖେରଙ୍କ ନାମରେ ମଧ୍ୟ ଏକ ମତ ପୋଷ୍ଟ ମାଧ୍ୟରେ ଭାଇରାଲ ହେଉଛି। ପୋଷ୍ଟରେ ଦାବି କରାଯାଉଛି ଯେ, ବିଜେପି ସାଂସଦ କିରଣ ଖେର ଥରେ ମତ ଦେଇଥିଲେ , ବଳାତ୍କାର ଆମ ସଂସ୍କୃତିର ଏକ ଅଙ୍ଗ, ଆମେ ଏହାକୁ ବନ୍ଧ କରିପାରିବା ନାହିଁ। ଏହି ପୋଷ୍ଟ ବିରୋଧି ଦଳ ଏବଂ ସୋସିଆଲ ମିଡିଆରେ ଅନେକ ଆଲୋଚନା କରାଯାଉଛି। ଆମ […]

Continue Reading

ରାହୁଲ ଗାନ୍ଧୀ ଦୁନିଆର ସବୁଠାରୁ ଶିକ୍ଷିତ ନେତାଙ୍କ ତାଲିକାରେ ଶୀର୍ଷରେ ରହିଛନ୍ତି କି? ଜାଣନ୍ତୁ ସତ୍ୟ।

ଫୋର୍ବସ ମ୍ୟାଗାଜିନ ସର୍ଭେ ଅନୁଯାୟୀ ରାହୁଲ ଗାନ୍ଧୀ ହେଉଛନ୍ତି ବିଶ୍ଵର ସପ୍ତମ ଶିକ୍ଷିତ ନେତା।  ଫେକ୍ଟ କୃସେଣ୍ଡୋ ଏହି ଦାବିର ଅନୁସନ୍ଧାନ କରି ଏହାକୁ ମିଥ୍ୟା ବୋଲି ପାଇଲା।  କ’ଣ ଏହି ପୋଷ୍ଟର ଦାବି? ୧୨ ଅକ୍ଟୋବରରେ ଜଣେ ଫେସବୁକ ୟୁଜର ଗୋଟିଏ ପୋଷ୍ଟରେ ଦାବି କରିଛନ୍ତି ଯେ ଫୋର୍ବସ୍ ମ୍ୟାଗାଜିନ ସର୍ଭେ ଅନୁଯାୟୀ ରାହୁଲ ଗାନ୍ଧୀ ଦୁନିଆର ସବୁଠାରୁ ଶିକ୍ଷିତ ନେତାଙ୍କ ତାଲିକାରେ ସପ୍ତମ ସ୍ଥାନରେ ରହିଛନ୍ତି।  Facebook | Archive ଆମ ଅନୁସନ୍ଧାନ: ଆମ […]

Continue Reading