କ’ଣ ରାହୁଲ ଗାନ୍ଧୀ ନିଜକୁ ମୂର୍ଖ ବୋଲି କହୁଛନ୍ତି ?

ସୋସିଆଲ ମିଡିଆରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପରିହାସ କରିବା ପାଇଁ ତାଙ୍କ ଭାଷଣରୁ କିଛି କ୍ଲିପ ଭାଇରାଲ କରାଯାଇଥାଏ।  ବର୍ତ୍ତମାନ ମଧ୍ୟ ସୋସିଆଲ ମିଡିଆରେ ରାହୁଲ ଗାନ୍ଧୀଙ୍କ ଏକ 20 ସେକେଣ୍ଡର  ଭିଡିଓ କ୍ଲିପ ଭାଇରାଲ୍ ହେଉଛି। ଯେଉଁଥିରେ ଦାବି କରାଯାଇଛି ଯେ ଏକ ଷ୍ଟାଡିୟମରେ ଭାଷଣ ଦେବାବେଳେ ରାହୁଲ ଗାନ୍ଧୀ ନିଜକୁ ଲୋକଙ୍କ ଆଗରେ ଦୁନିଆର ସବୁଠୁ ବଡ ମୂର୍ଖ ବୋଲି କହିଛନ୍ତି ଏବଂ ଏଥିସହ କହିଛନ୍ତି ସେ ସାଂସଦ ହେଲେ ମଧଅୟ  ପ୍ରଧାନମନ୍ତ୍ରୀ […]

Continue Reading

ଫଟୋରେ ଥିବା ମହିଳା ଭାରତରେ ବଳାତ୍କାର ଓ ହତ୍ୟା ମାମଲାକୁ ବିରୋଧ କରୁଛନ୍ତି କି?

ତ୍ତରପ୍ରଦେଶର ହାଥjସରେ ଜଣେ 19 ବର୍ଷର ଝିଅକୁ ଗଣଦୁଷ୍କର୍ମ ଓ ହତ୍ୟା କରାଯାଇଛି, ଯାହାଫଳରେ ମହିଳାଙ୍କ ସୁରକ୍ଷା ପାଇଁ ସୋସିଆଲ ମିଡିଆରେ ଆଲୋଚନା ଲାଗି ରହିଛି। ଏଥିମଧ୍ୟରେ ଏକ ଫଟୋ ଭାଇରାଲ ହେଉଛି। ଯେଉଁଥିରେ ଜଣେ ମହିଳା ତାଙ୍କ ଶରୀରକୁ କଣ୍ଟା ତାର ପରି ପୋଷାକ ପିନ୍ଧିଥିବାର ଫଟୋ ଭାଇରାଲ ହେବାରେ ଲାଗିଛି। ଫଟୋ ସହ ଦାବି କରାଯାଉଛି ଯେ, ହାଥରସ ଘଟଣା ପରେ ଏହା ସରକରା ମୁହଁରେ ଚାପୁଡ଼ା। ସରକରାଙ୍କ ଦ୍ୱାରା ଦେଶର ମହିଳା ସୁରକ୍ଷୀତ […]

Continue Reading