କ’ଣ ଫୋଟୋରେ ଥିବା ଭଙ୍ଗା ରାସ୍ତାର ଦୃଶ୍ୟ ଭାରତର? ଜାଣନ୍ତୁ ସତ୍ୟ।
ପୋଷ୍ଟ କରା ଯାଇଥିବା ଫୋଟୋରେ ଗୋଟିଏ ଭଙ୍ଗାରାସ୍ତା ଦେଖିବାକୁ ମିଳିଛି। ଫେକ୍ଟ କୃସେଣ୍ଡୋ ଏହି ପୋଷ୍ଟରେ ଥିବା ଦାବିର ଅନୁସନ୍ଧାନ କରି ଏହାକୁ ମିଥ୍ୟା ବୋଲି ପାଇଲା। କ’ଣ ଦାବି ଏହି ପୋଷ୍ଟର? ୨୯ ସେପ୍ଟେମ୍ବରରେ ଜଣେ ଫେସବୁକ ୟୁଜର ଜୟ ନବୀନ ନାମକ ଫେସବୁକ ଗ୍ରୁପରେ ଗୋଟିଏ ଭଙ୍ଗା ରାସ୍ତାର ଫୋଟୋ ଫୋଟୋ ପୋସ୍ତ କରି ଦାବି କରିଛନ୍ତି ଯେ “ମୋଦୀ ତାଙ୍କ ଗୋଟିଏ ସ୍ମାର୍ଟ ସିଟି ରୁ ଗୋଟିଏ ସ୍ମାର୍ଟ ସିଟିର ଚିତ୍ର , […]
Continue Reading