ଭାରତ ସରକାର ମାସ୍କ , ହ୍ୟାଣ୍ଡୱାସ ଏବଂ ସାନିଟାଇଜରରେ 18 ପ୍ରତିଶତ ଜିଏସଟି ଲଗାଇଛି କି?
ବର୍ତ୍ତମାନ ସୋସିଆଲ ମିଡିଆରେ କରୋନାକୁ ଏଡାଇବା ପାଇଁ ବ୍ୟବାହର ହେଉଥିବା ମାସ୍କ ଉପରେ ସରକାର18 ପ୍ରତିଶତ ଜିଏସଟି ଆଦାୟ କରିବାର ସୂଚନା ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ସୋସିଆଲ ମିଡିଆରେ ଆଲୋଚନା କରାଯାଉଛି। କିନ୍ତୁ ଆମ ଅନୁସନ୍ଧାନରେ ଭାଇରାଲ ଖବର ମିଥ୍ୟା ପ୍ରମାଣିତ ହୋଇଛି। ଭାରତ ସରକାର କୌଣସି ମାସ୍କ ଉପରେ 18 ପ୍ରତିଶତ ଜିଏସ୍ଟି ଆଦାୟ କରିବା ନେଇ ଘୋଷଣା କରିନାହିଁ। କଟନ ମାସ୍କ ଉପରେ ସରକାର 5 ପ୍ରତିଶତ ଜିଏସ୍ଟି ଏବଂ ଅନ୍ୟ […]
Continue Reading