ବିବାହ କରିନଥିବା ସମ୍ୱିତ ପାତ୍ରଙ୍କ ଝିଅ ମୁସ୍ଲିମ ଯୁବ ସହ ଫେରାର ହୋଇଥିବା ମିଥ୍ୟା ଖବର ଭାଇରାଲ ହେଉଛି।

ବିଜେପି ଜାତୀୟ ମୁଖପାତ୍ର ସମ୍ୱିତ ପାତ୍ର ସର୍ବଦା ସୋସିଆଲ ମିଡିଆ ଏବଂ ସମସ୍ତ ଡିବେଟରେ ଚର୍ଚ୍ଚିତ ଚେହେରା ଅଟନ୍ତି। ତେବେ ଲଭ୍ ଜିହାଦ୍’ ଉପରେ ହୋଇଥିବା ଆଲୋଚନା ପରେ, ଭାରତୀୟ ଜନତା ପାର୍ଟିର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ଝିଅ ଏକ ମୁସ୍ଲିମ ସହ ପଳାଇବାର ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏବିପି ନ୍ୟୁଜ୍ ରିପୋର୍ଟର ଏକ ସ୍କ୍ରିନ୍ ସୋର୍ଟ ଏହି ଦାବିରେ ଭାଇରାଲ ହେବାରେ ଲାଗିଛି। ଆମ ଅନୁସନ୍ଧାନରେ ଭାଇରାଲ ପୋଷ୍ଟ ମିଥ୍ୟା […]

Continue Reading

କ’ଣ ପୋଷ୍ଟ କରା ଯାଇଥିବା ଭିଡିଓ ତାନିଳନାଡ଼ୁରେ ଆସିଥିବା ନିଭାର ବାତ୍ୟାର ଦୃଶ୍ୟ? ଜାଣନ୍ତୁ ସତ୍ୟ।

୨୫ ନଭେମ୍ବରରେ ତାମିଲନାଡ଼ୁରେ ଆସିଥିଲା ନିଭାର ବାତ୍ୟା। ନ୍ୟ ଖବର ପରି ଏହି ଘଟଣା ନେଇ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଏବନ ଭିଡିଓ ଭାଇରାଲ ହେଉଛୁ। ବାତ୍ୟା ପର ଦୃଶ୍ୟ କହି ଗୋଟିଏ ଭିଡିଓ ସାମନାକୁ ଆସିଛି ଯେଉଁଥିରେ ରାସ୍ତାରେ ତିବ୍ର ଗତିରେ ବହୁ ଥିବା ପାଣି ମଧ୍ୟରେ କିଛି ଲୋକ ରସୀ ସାହାଜ୍ଯତାରେ ରାସ୍ତାର ଗୋଟିଏ ପଟୁ ଅନ୍ୟ ପାଟକୁ ଯାଉଥିବା ଦେଖିବାକୁ ମିଳିଛି।  ଫେକ୍ଟ କୃସେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା […]

Continue Reading

କ’ଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଓଡ଼ିଆଇ ଯେଏନୟୁ ପହଞ୍ଚିଲା ପରେ ଏହି ପ୍ରକାର ଦୃଶ୍ୟ ଦେଖିବାକୁ ମିଳିଥିଲା? ଜାଣନ୍ତୁ ସତ୍ୟ।

ଯେଏନୟୁରେ କିଛି ବଡ଼ ଧରଣ ଘଟିବା ନୂଆ କଥା ନୁହେଁ। ସମୟ-ସମୟରେ କିଛି ନା କିଛି ଘଟଣା ପାଇଁ ଯେଏନୟୁ ଗଣମାଧ୍ୟମ ଏବଂ ସୋସିଆଲ ମିଡିଆରେ ଚର୍ଚାରେ ରହେ। ବର୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ସାମନାକୁ ଆସିଛି ଯେଉଁଥିରେ ଗୋଟିଏ ଉତ୍ସବ ପାଳନ ହେଉଥିବା ପରି ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଭିଡିଓରେ ଲୋକଙ୍କ ବିଶାଳ ସମାବେଶ ଦେଖିବାକୁ ମିଳିଛି ଯେଉଁଥିରେ “ନିମ କା ପତ୍ତା କଡ଼ବା ହେ, ପାକିସ୍ତାନ **** ହେ ଏବଂ ଜିସକୋ […]

Continue Reading

କ’ଣ ଡୋନାଲ୍ଡ ଟ୍ରମ୍ଫ ମାରାଡୋନାଙ୍କୁ ମାଡୋନା ଭାବି ଏପରି ଟୁଇଟ କରିଛନ୍ତି? ଜାଣନ୍ତୁ ସତ୍ୟ।

୨୫ ନଭେମ୍ବର ୨୦୨୦ ରେ ଆର୍ଜେଣ୍ଟିନା ଫୁଟବଲ୍ ଖେଳାଳି ଡିୟେଗୋ ମାରାଡୋନାଙ୍କ ଦେହାନ୍ତ ହେଇଛି। ସେହି ଦିନଠାରୁସୋସିଆଲ ମିଡିଆରେ ବିଭିନ୍ନ ଶ୍ରଦ୍ଧାଞ୍ଜଳି ପୋଷ୍ଟ ପ୍ରସାରିତ ହେଉଛି। ଏହି ସମୟରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ଗୋଟିଏ ଟୁଇଟର ସ୍କ୍ରିନଶଟ ଭାଇରାଲ ହେଉଛି ଯେଉଁଥିରେ ସେ ମାରାଡୋନା ଏବଂ ଗାୟିକା ମାଡୋନା ମଧ୍ୟରେ ନିଜକୁ ଦ୍ଵନ୍ଦରେ ପାଇଲେ।  ଫେକ୍ଟ କୃସେଣ୍ଡୋ ଏହି ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ଏହି ପୋଷ୍ଟର? […]

Continue Reading

ମାସ୍କ ପିନ୍ଧି ନଥିବା ଲୋକଙ୍କୁ ମଧ୍ୟପ୍ରଦେଶ ପୋଲିସ ଗିରଫ କରୁଥିବା ଭିଡିଓ କୁ ଦିଲ୍ଲୀର କହି ଭାଇରାଲ କରାଯାଉଛି।

କୋରୋନା କାଳପାଇଁ ମାସ୍କ ପିନ୍ଧିବା ଆବଶ୍ୟକ ହୋଇଗାଲାଣି। ମାସ୍କ ନ ପିନ୍ଦିଲେ ପୋଲିସ ଏବଂ ସରକାର କଡ଼ା ନିୟମ ମଧ୍ୟ କରିଛି। ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ପୋଲିସ ଲାକମାନଙ୍କୁ ମାସ୍କ ନ ପିନ୍ଧିବା ଅଭିଯୋଗରେ ଗିରଫ କରୁଥିବାର ଦେଖାଯାଉଚି। 1.48 ସେକେଣ୍ଡର ଭିଡିଓ ଦିଲ୍ଲୀର ଅଟେ ବୋଲି ଦାବି କରାଯାଉଛି। ଆମ ଅନୁସନ୍ଧାନରେ ଆମକୁ ଭାଇରାଲ ଭିଡିଓ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। 21 ନଭେମ୍ବରରେ Tusar Mohanty […]

Continue Reading

ବି.କେ.ଏସ ଅୟଙ୍ଗରଙ୍କ ଯୋଗ ଭିଡିଓ କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କର ନାମରେ ଭାଇରାଲ କରାଯାଉଛି।

ମୋଦିଙ୍କ ନାମରେ ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ଏହି ପରି ଯୋଗର ବିଭିନ୍ନ ଆଭିମୁଖ୍ୟ ପ୍ରଦର୍ଶନ କରୁଥିବା ଜଣେ ବ୍ୟକ୍ତିଙ୍କ ବ୍ଲାକ ଏଣ୍ଡ ହ୍ୱାଇଟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। 8 ମିନିଟର ଲମ୍ବା ଭିଡିଓ ସହ ଦାବି କରାଯାଉଛି  ଯେ, ଭିଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗାଆସନ ପ୍ରଦର୍ଶନ କରୁଥିବା ଏକ ବିରଳ ଦୃଶ୍ୟ । ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓ ସହ କରାଯାଇଥିବା ଦାବି ମିଥ୍ୟା […]

Continue Reading

କ’ନ ଚୀନ ମାଇକ୍ରୋୱେଭ ଅସ୍ତ୍ର ବ୍ୟବହାକ କରି ଲଦାଖରେ ଭାରତ ସେନା ଉପରେ ଆକ୍ରମଣ କରିଛି? ଜାଣନ୍ତୁ ସତ୍ୟ।

ଭାରତ ଏବଂ ଚୀନ ମଧ୍ୟରେ ଚାଲିଥିବା ସୀମା ବିବାଦ ଓ ପରସ୍ପର ମଧ୍ୟରେ ସେନା ମାନଙ୍କ ଆକ୍ରମଣ ଖବର ବିଗତ କିଛି ମାସ ହେଲା ଦେଖିବାକୁ ମିଳିଛି। ଅନେକ ଗଣମାଧ୍ୟମରେ ଭାରତ ଏବଂ ଚୀନ ମଧ୍ୟରେ ସେମା ବିବାଦ ସମ୍ବାଦ ପ୍ରକାଶିତ ହେଇଥିବା ସମୟରେ ଗୋଟିଏ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଇଥିବା ଦେଖିବାକୁ ମିଳିଛି। ଭାରତ ସେନା ଉପରେ ଚୀନ ମାଇକ୍ରୋୱେଭ ଅସ୍ତ୍ର ବ୍ୟବହାର କରି ଆକ୍ରମଣ କରିଥିବାର ଦାବି ସୋସିଆଲ ମିଡିଆରେ ଚର୍ଚାର ଅଛି।  […]

Continue Reading

କ’ଣ ଭାରତ ସେନା ପାକିସ୍ତାନ ଅଧିକୃତ କାଶ୍ମୀର ଅଞ୍ଚଲରେ ଆକ୍ରମଣ କରିଛି? ଜାଣନ୍ତୁ ସତ୍ୟ।

Representative Image ଭାରତ ଏବଂ ପାକିସ୍ତାନ ମଦ୍ୟରେ ସୀମାରେ ପ୍ରାୟ ସବୁ ଦିନ ଯୁଧ୍ୟ ସ୍ଥିତି ରହି ଥାଏ। ପାକିସ୍ତାନରୁ ଆତଙ୍କବାଦୀ ଭାରତ ଆସି ଭାରତ ଜନତା ଏବଂ ସେନା ଉପରେ ଆକ୍ରମଣ କରିବା ଘଟଣା ପ୍ରାୟ ଦେଖିବାକୁ ମିଳିଥାଏ। ବର୍ତମାନ ସମୟରେ ଭାରତ ପାକିସ୍ତାନ ଅଧିକୃତ କାଶ୍ମୀର ଉପରେ ଆକ୍ରମଣ କରିଥିବା ଖବର ସାମନାକୁ ଆସିଛି। ଏହହୀ ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଅନେକ ନ୍ୟୁଜ ଚ୍ୟାନାଲ ମଧ୍ୟ ଏହି ଖବର ପ୍ରସାରିତ କରିଛନ୍ତି।  […]

Continue Reading

ଭାରତୀୟ ସୈନ୍ୟମାନେ 19 ନଭେମ୍ବରରେ ପାକିସ୍ତାନ ଅଧିକୃତ କାଶ୍ମିରରେ 200ରୁ ଅଧିକ ଆତଙ୍କିଙ୍କୁ ଦମନ କରିଛନ୍ତି କି ?

ସୋସିଆଲ ମିଡିଆରେ ଭରତୀୟ ସୈନ୍ୟମାନଙ୍କର ଏକ ଫଟୋ ଭାଇରାଲ ହେଉଛି। ଯେଉଁଥିରେ ଦାବି କରାଯାଉଛି ଯେ, ଫଟୋରେଥିବା ସୈନ୍ୟମାନେ ପାକିସ୍ତାନ ଅଧିକୃତ କାଶ୍ମୀରରେ 200ରୁ ଅଧିକ ଆତଙ୍କିମାନଙ୍କୁ ଦମନ କରିଛନ୍ତି ଏବଂ ସୁରକ୍ଷିତ ଭାବେ ଫେରିଛନ୍ତି। ଆଣ ଅନୁସନ୍ଧାନରେ ଭାଇରାଲ ଫଟୋ ସହ କରାଯାଇଛିବା ଦାବି ମିଥ୍ୟା ପ୍ରମାଣିତ ହେଲ।  19 ନଭେମ୍ବରରେ Bablu Mohanty ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ବର୍ତ୍ତମାନ […]

Continue Reading

କ’ଣ ଜୋ ବାଇଡେନଙ୍କ ୱ୍ହାଇଟ ହାଉସ ସ୍ଵାଗତ ସମୟରେ ହିନ୍ଦୁ ରୀତି ଅନୁସାରେ ପୂଜା କରା ଯାଇଅଛି? ଜାଣନ୍ତୁ ସତ୍ୟ।

କିଛି ଦିନ ଉର୍ବାରୁ ଆମେରିକାନିର୍ବାଚନ ସେଶ ହେଇ ଜୋ ବାଇଡେନଙ୍କୁ ଆମେରିକାର ନୂତନ ରାଷ୍ଟ୍ରପତି ନିଯୁକ୍ତି କରା ଯାଇଅଛି। ବିଗତ କିଛି ଦିନରୁ ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଗୋଟିଏ ସାକ୍ଷାତରେ ଦୁଇଟି ଲୋକ ହିନ୍ଦୁ ଶ୍ଳୋକ ଗାଉଥିଲା ସମୟରେ ଅନ୍ୟ ଲୋକେ ସମ୍ମାନରେ ଚିଡ଼ା ହେଇଥିବା ଦେଖିବାକୁ ମିଳିଛି।  ଫେକ୍ଟ କୃସେଣ୍ଡୋ ଏହି ଭିଏଅର ଅନୁସନ୍ଧାନ କରି ପୋଷ୍ଟରେ କରା ଯାଇଥିବା ଦାବି କୁ ମିଥ୍ୟା ବୋଲି ପ୍ରମାଣ କରିଛି।  […]

Continue Reading

ତିନି ବର୍ଷ ପୁରୁଣା ବାଙ୍ଗଲାଦେଶ ଭିଡିଓ କୁ କୋଲକାତାର କହି ଭାଇରାଲ କରାଯାଉଛି।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରଲା ହେଉଛି, ଯେଉଁଥିରେ ଅଧିକ ସଂଖ୍ୟାରେ ମୁସ୍ଲିମମାନେ ଅହ୍ଲା ହୁଁ ଅକବର କହି ନାରା ଲଗାଉଛନ୍ତି। ଭିଡିଓ ସହା ଦାବି କରାଯାଉଛି ଯେ, ଭାଇରଲା ହେଉଥିବା ଏହି ଭିଡିଓ କୋଲକାତାର ଅଟେ। ଯେଉଁଠାରେ ମୁସ୍ଲିମମାନେ ଇସ୍ଲାମ ଜିନ୍ଦାବାଦର ନାରା ଲଗାଉଥିବାର ଦେଖାଯାଉଛନ୍ତି।  ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହୋଇଛି। ଭାଇରାଲ ଭିଡିଓ କୋଲକାତାର ନୁହେଁ ବରଂ ବାଙ୍ଗଲା ଦେଶର ଅଟେ।  20 ନଭେମ୍ବରରେ Krishna […]

Continue Reading

କ’ଣ ନିର୍ବାଚନ ହାରିବା ପରେ ରାଷ୍ଟ୍ରୀୟ ଜନତା ଦଳ ମିଠା ପକାଇଦେଲେ? ଜାଣନ୍ତୁ ସତ୍ୟ।

ବିଗତ କିଛି ଦିନ ପୂର୍ବରୁ ବିହାର ଉପନିର୍ବାଚନ ଶେଷ ହେଲା ପରେ ଗୋଟିଏ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ କିଛି ଲୋକେ ମିଠା ନିଷ୍କାସନ କରୁଛନ୍ତି।  ଫେକ୍ଟ କୃସେଣ୍ଡୋ ପୋଷ୍ଟ କରା ଯାଇଥିବା ଫୋଟୋର ଅନୁସନ୍ଧାନ କରି ଏହାର ଦାବିକୁ ମିଥ୍ୟା ବୋଲି ପ୍ରମାଣ କରିଛି।  କ’ଣ ଦାବି ଏହି ପୋଷ୍ଟର? 13 ନଭେମ୍ବରରେ ଜଣେ ଫେସବୁକ ୟୁଜର ଓଡ଼ିଆ ଫ୍ରେନ୍ଦ୍ସ ଇନ ଫେସବୁକ ନାମକ ପେଜରେ ଗୋଟିଏ […]

Continue Reading

କ’ଣ ନିର୍ବାଚନ ଜିତିବା ପରେ ଆମେରିକାର ନୂତନ ରାଷ୍ଟ୍ରପତି ଜୋ ବିଡେନ ପରୋକ୍ଷରେ ମୋଦୀଜିଙ୍କ ବିଷୟରେ ଟୁଇଟ କରିଛନ୍ତି? ଜାଣନ୍ତୁ ସତ୍ୟ।

କିଛି ମାସ ପୂର୍ବରୁ ଆମେରିକାରେ ହେଇଥିବା ହାଉଡି ମୋଦୀ କାର୍ଜ୍ୟକ୍ରମରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ଜନତାକୁ ସମ୍ବୋଧିତ କରି “ଅବ୍ କି ବାର ଟ୍ରମ୍ଫ ସରକାର” ନାରା ଲଗାଇଥିଲେ। କିନ୍ତୁ କିଛି ଦିନ ପୂର୍ବରୁ ଆମେରିକା ନିର୍ବାଚନରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ନିର୍ବାଚନ ହାରିଯାଇଛନ୍ତି। ଜୋ ବିଡେନ ଆମେରିକାର ନୂତନ ରାଷ୍ଟ୍ରପତି ଭାବରେ ନିଯୁକ୍ତ ହେଇଛନ୍ତି। ଏହି ଘଟଣାକୁ ନେଇ ବର୍ତମାନ ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ ଦେଖିବାକୁ ମିଳିଛି। ଏହି ପୋଷ୍ଟରେ ଜୋ […]

Continue Reading

ଯୋଗୀ ଆଦିତ୍ୟନାଥଙ୍କ ରାମ ମନ୍ଦିର ଭୂମି ପୂଜନ ସମୟର ଭିଡିଓକୁ ବିଭ୍ରାନ୍ତକର ଦାବିରେ ଭାଇରାଲ କରାଯାଉଛି।

ଦିପାବଳୀରେ କେନ୍ଦ୍ର ଏବଂ ରାଜ୍ୟ ସରକାର ବାଣ ଫୁଟାଇବା ପାଇଁ ମନା କରିଥିବା ବେଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ  ଯୋଗି ଆଦିତ୍ୟନାଥଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଧୁରି ବୁଲୁଛି। ଏହି ପୋଷ୍ଟକୁ ଦିପାବଳି ପରଦୀନଠାରୁ ସେୟାର କରାଯାଉଛି। ଭିଡିଓରେ ଯୋଗୀ ଆଦିତ୍ୟନାଥ ଏକ କୁମ୍ପି ବାଣ ଫୁଟାଉଥିବାର ଦେଖାଯାଉଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଦିପାବଳୀରେ ପ୍ରଦୁଷଣ। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓ ସହ କରାଯାଉଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। 17 ନଭେମ୍ବରରେ Sangram Babu […]

Continue Reading

ଭିନ୍ନ ସ୍ଥାନ ଏବଂ ଭିନ୍ନ ସମୟର ଫଟୋକୁ ଏକାଠି କରି ଉତ୍ତର ପ୍ରଦେଶ ମଦ୍ରାସାରୁ ଅସ୍ତ୍ର ଜବତ ହୋଇଥିବା ଦାବିରେ ଭାଇରାଲ କରାଯାଉଛି।

ସୋସିଆଲ  ମିଡିଆରେ ମଦରାସା କୁ ନେଇ ଅନେକ ଖବର ଭାଇରାଲ ହେବାରେ ଲେଗିଛି। ଏଥିମଧ୍ୟରୁ କେଉଁଟି ସତ ଏବଂ କେଉଁଟି ମିଛ ତାହା ନ ଜାଣି ମଧ୍ୟ ଭାଇରାଲ କରାଯାଉଛି। ଏପରି କିଛି ଫଟୋ ଫ୍ୟାକ୍ଟ କ୍ରିସେଣ୍ଡୋ ସାମ୍ନା କୁ ଆସିଛି। ଯେଉଁଥିରେ ଦାବି କରାଯାଇଛି ଯେ, ଉତ୍ତର ପ୍ରଦେଶର ମଦ୍ରାସାରୁ ପୋଲିସ ଦ୍ୱାରା ଏହି ଅସ୍ତ୍ର ସିଜ କରାଯାଇଛି। ଏହା ସହ ଅପରାଧିମାନଙ୍କୁ ମଧ୍ୟ ଗିରଫ କରାଯାଇଛି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ପୁରୁଣା ପ୍ରମାଣିତ […]

Continue Reading

କ’ଣ ଫ୍ରାନ୍ସ ସରକାର ଫ୍ରାନ୍ସରେ ଅଶୋକ ସ୍ତମ୍ବ ସ୍ଥାପିତ କରୁଥିବାର ଫଟୋ କି ?

ସୋସିଆଲ ମିଡିଆରେ ଅଶୋକ ସ୍ତମ୍ବ ସ୍ଥାପନାର ଏକ ଫୋଟୋ ଭାଇରାଲ ହେଉଛି। ଯେଉଁଥିରେ କିଛି ବ୍ୟକ୍ତି ଅଶୋକ ସ୍ତମ୍ବ ସ୍ଥାପିତ କରୁଥିବାର ଦେଖାଯାଉଛନ୍ତି। ପୋଷ୍ଟରେ ଦାବି କରାଯାଉଛି ଯେ, ଫ୍ରାନ୍ସ ସରକାର ଫ୍ରାନ୍ସରେ ଅଶୋକ ସ୍ତମ୍ବ ସ୍ଥାପିତ କରୁଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ସହ କରାଯାଉଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  Prahallad Pentia  ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଫ୍ରାନ୍ସ […]

Continue Reading

କ’ଣ ଏହା ଗୁଜରାତ ପୋଲିସ ଜଣେ ବାଇକ୍ ଚାଳକକୁ ଅତ୍ୟାଚାର କରୁଥିବା ଭିଡିଓ ଅଟେ? ଜାଣନ୍ତୁ ସତ୍ୟ।

ବର୍ତମାନ ସୋସିଆଲ ମିଡିଆଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ପୋଲିସକର୍ମୀ ନିଜ ଗାଡ଼ି ଦ୍ଵାର ଖୋଲିଥିବା ସମୟରେ ବାଇକ୍ ଚଳେଇ ଆସୁଥିବା ବ୍ୟକ୍ତି ପୋଲିସ ଗାଡ଼ି ସହିତ ଢକା ହେଇ ପଡ଼ି ଗଲେ। ଏହା ପରେ ପୋଲିସ ତାଙ୍କୁ ଅତ୍ୟାଚାର କରୁଥିବା ମଧ୍ୟ ଦେଖିବାକୁ ମିଳିଛି।  ଫେକ୍ଟ କୃସେଣ୍ଡୋ ଏହି ଭିଡିଓର ଅନୁସନ୍ଧାନ କରି ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ଏହି ପୋଷ୍ଟର? 12 ନଭେମ୍ବରରେ ଓଡ଼ିଶା ଲିଙ୍କ […]

Continue Reading

କ’ଣ ଘୁଷୁରି ଜନ୍ମ ଦେଇଛି ମଣିଷ ଛୁଆ ? ଜାଣନ୍ତୁ ସତ୍ୟତା ।

ସୋସିଆଲ ମିଡିଆରେ ଏପରି କିଛି ଖବର ଭାଇରାଲ ହେବାରେ ଲାଗିଛି ଯାହା ବିଶ୍ୱାସ କରିବା ଅସମ୍ଭବ ହୁଏ। ଏପରି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଦିବା କରାଯାଉଛି ଯେ, ଏକ ଘୁଷୁରି ମଣିଷ ଛୁଆ ଜନ୍ମ କରିଛି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିରେ କରାଯାଉଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  Amazing World in Odia ନାମକ ୟୁଟ୍ୟୁବ ଚ୍ୟାନେଲରେ ଏହି ଭିଡିଓ ପୋଷ୍ଟ କରାଯାଇଛି। ପୋଷ୍ଟରେ ଦିବା କରାଯାଇଛି ଯେ, ଘୁଷୁରି ମଣିଷ ଛୁଆ […]

Continue Reading

ଭାଇରାଲ ଫଟୋରେ ପିଲାଟି ନିଜେ ମାଟିରୁ ତାର ମୂର୍ତ୍ତି ବନାଇଛି? ଜାଣନ୍ତୁ ସତ୍ୟତା ।

ବାଲୁକା କଳା ଓଡ଼ିଶାରେ ପ୍ରସିଦ୍ଧଥିବା ବେଳେ ଏହା ଲୋକପ୍ରିୟ କଳାମଧ୍ୟ ଅଟେ। ସୋସିଆଲ ମିଡିଆରେ ଏକ ପିଲାର ବାଲୁକା କଳା ଭାଇରାଲ ହେଉଛି। ଯେଉଁଥିରେ ଦାବି କରାଯାଇଛି, ଫଟୋରେଥିବା ପିଲାଟି ନିଜର ମୂର୍ତ୍ତି ବନେଇଛି। ଆମ ଅନୁସନ୍ଧାନରେ ଆମକୁ ଭାଇରାଲ ଫୋଟ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।   15 ନଭେମ୍ବରରେ Parameswar Satapathy ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏକ ଛୋଟ ପିଲା ସହ ବାଲୁକା କଳାର ଫୋଟୋ ପୋଷ୍ଟ କରିଛନ୍ତି। […]

Continue Reading

କ’ଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଲେକ୍ଟ୍ରୋନିକ୍ ଭୋଟିଙ୍ଗମେସିନ୍ କୁ ହାତ ଜୁଆଡ଼ି ପ୍ରଣାମ କରୁଛନ୍ତି? ଜାଣନ୍ତୁ ସତ୍ୟ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୋଟିଏ ଫୋଟୋ ଯେଉଁଥିରେ ସେ ଇଲେକ୍ଟ୍ରୋନିକ୍ ଭୋଟିଙ୍ଗମେସିନ୍ କୁ ହାତ ଜୁଆଡ଼ି ପ୍ରଣାମ କରୁ ଥିବା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ୧୨ ନଭେମ୍ବରରେ ଜଣେ ଫେସବୁକ ୟୁଜର ନବୀନ ଓଡ଼ିଶା ନାମକ ଫେସବୁକ ଗ୍ରୁପରେ ନରେନ୍ଦ୍ର ମୋଦୀଙ୍କ ଫୋଟୋ ପୋଷ୍ଟ କରି ଦାବି କରିଛନ୍ତି ଯେ ସେ ଗୋଟିଏ ହାତ ଜୁଆଡ଼ି ପ୍ରଣାମ କରୁଛନ୍ତି। “***” Facebook | Archive ଆମ ଅନୁସନ୍ଧାନ: ଆମ ଅନୁସନ୍ଧାନରେ ପ୍ରଥମେ ଆମେ ପୋଷ୍ଟ କରା […]

Continue Reading

କ’ଣ ଏହି ଭିଡିଓରେ ଅଯୋଧ୍ୟା ରାମ ମନ୍ଦିର ପାଇଁ ୨୧୦୦ କେଜି ଘଣ୍ଟି ନିର୍ମାଣ ତାମିଲନାଡ଼ୁରେ କରା ଯାଉଅଛି? ଜାଣନ୍ତୁ ସତ୍ୟ।

ବର୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ କିଛି କାରିଗର ମାନେ ମିଶି ଗୋଟିଏ ବିଶାଳ ଘଣ୍ଟି ନିର୍ମାଣ କରୁଛନ୍ତି। ଏହି ଘଣ୍ଟିର ନିର୍ମାଣ ତାମିଲନାଡ଼ୁରେ ହେଇଥିବା ଦାବି ସହିତ କୁହା ଯାଇଅଛି ଯେ ଏହା ଓଜଣ ୨୧୦୦ କେଜି ଅଟେ।  ଫେକ୍ଟ କୃସେଣ୍ଡୋ ଭିଡିଓରେ ଥିବା ଦାବିର ଅନୁସନ୍ଧାନ କରି ଏହାକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ଏହି ପୋଷ୍ଟର? ଶ୍ରୀରାମ ମନ୍ଦିର ପାଇଁ ଘଣ୍ଟି ପ୍ରସ୍ତୁତ.. ଏକକ କାଷ୍ଟ ଖଣ୍ଡ, […]

Continue Reading

ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ୍ ନୀଳ ରଙ୍ଗର ସାଢ଼ୀ ପିନ୍ଧିଛନ୍ତି କି ?

ଜୋ ବିଡେନ ଆମେରିକାର 46 ତମ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଛନ୍ତି ଏବଂ ତାଙ୍କ ସହଯୋଗୀ କମଲା ହାରିସ ଦେଶର ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି।  କମଲା ହରିସ୍ ଆମେରିକାର ଉପରାଷ୍ଟ୍ରପତି ଭାବରେ ନିର୍ବାଚିତ ହେବା ପରେ ଭାରତରେ ଏକ ଉତ୍ସାହର ଲହରି ଖେଳିଛି, କାରଣ କମଲା ଭାରତୀୟ ଅଟନ୍ତି। କମଲାଙ୍କ ମା ଶ୍ୟାମଲା ଗୋପାଳନ ହାରିସ ତାମିଲନାଡୁର ଥିଲେ। ଏହାକୁ ଦୃଷ୍ଟିରେ ରଖି ସୋସିଆଲ ମିଡିଆରେ ଏକ ଚିତ୍ର ଭାଇରାଲ ହେବାରେ ଲାଗିଛି। ଚିତ୍ରରେ କମଲା […]

Continue Reading

2015 ଭିଡିଓ ବର୍ତ୍ତମାନ ଫ୍ରାନ୍ସ ସଂସଦରେ କୁରାନ ବିଷୟରେ ଆଲୋଚନା କରୁଥିବା ମିଥ୍ୟା ଦାବିରେ ଭାଇରାଲ କରାଯାଇଛି।

କୋରାନ ଧରିଥିବା ଜଣେ ବ୍ୟକ୍ତିର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ସେମାନେ କୁରାନକୁ “ସମସ୍ତ ମନ୍ଦତାର ମୂଳ” ବୋଲି କହୁଥିବାର ଶୁଣାଯାଇପାରିବ। ସୋସିଆଲ ମିଡିଆରେ ଏହି ଭିଡିଓ କୁ ନେଇ ଦାବି କରିଛନ୍ତି ଯେ, ଏହା ଫ୍ରାନ୍ସ ସଂସଦର ଉପସ୍ଥିତ ଜଣେ ସାଂସଦ କୋରାନ ଦେଖାଇ କହୁଛନ୍ତି ଯେ, କୋରାନ ହିଁ ସମସ୍ତ ସମସ୍ୟାର କାରକ ଅଟେ। ପ୍ୟାରିସ ରାସ୍ତାରେ ଜଣେ ଶିକ୍ଷକଙ୍କୁ ହତ୍ୟା କରାଯିବା ପରେ ଫ୍ରାନ୍ସରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି।ଏହାକୁ […]

Continue Reading

2017 କମେଡ଼ି ଭିଡିଓକୁ ନିର୍ବାଚନରେ ହାରିଲା ପରେ ଟ୍ରମ୍ପ ନିଜ ଅଫିସର ଜିନିସ ଭାଙ୍ଗୁଥିବା ଦାବିରେ ଭାଇରାଲ କରାଯାଉଛି।

 ନିର୍ବାଚନ ପରେ ଆମେରିକାର ନୁଆ ରାଷ୍ଟ୍ରପତି  ଜୋ ବାଇଡେନ (Joe Biden) ବନିଲେ। ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ମଙ୍କୁ ପରାସ୍ତ କରି ଆମେରିକୀୟଙ୍କ ପ୍ରଥମ ପସନ୍ଦ ହୋଇଛନ୍ତି ଜୋ ବାଇଡେନ । ସେ ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ଏହା ପରେ ସୋସିଆଲ ମିଡିଆରେ ଟ୍ରମ୍ପଙ୍କ ପରାସ୍ତକୁ ନେଇ ଅନେକ ଥଟା ପରିହାସ କରାଯାଉଛି। ଏପରି ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଆମେରିକା ପତାକା ଲାଗିଥିବା ଏକ ଅଫିସରେ ଟ୍ରମ୍ପ […]

Continue Reading

ସ୍ପେନର ଭିଡିଓକୁ ଫ୍ରାନ୍ସର କହି ଭାଇରାଲ କରାଯାଉଛି।

ଫ୍ରାନ୍ସରେ ଗତ କିଛି ଦିନ ହେଲା ହେଉଥିବା ବିବିଦକୁ ନେଇ ସୋସିଆଲ ମିଡିଆରେ ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ସହିତ ଦାବି କରାଯାଉଛି ଯେ ଏହି ଭିଡିଓଟି ଫ୍ରାନ୍ସର ଏକ ସହରର ଅଟେ।  ଭାଇରାଲ ଭିଡିଓରେ ପୋଲିସ ଏକ ରାସ୍ତାରେ ଲୋକଙ୍କୁ ଗିରଫ କରୁଥିବାର ଦେଖାଯାଉଛି। ଭିଡିଓରେ ଦାବି କରାଯାଇଛି ଯେ, ଫ୍ରାନ୍ସରେ ପୋଲିସ । ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓ ସହ କରାଯାଇଥିବା ଦାବି ମିଥ୍ୟା ଅଟେ। 5 […]

Continue Reading

କ’ଣ ଶପଥ ଗ୍ରହଣ ସମାରୋହରେ ଜୋ ବିଡେନ ମନମୋହନ ସିଂହଙ୍କୁ ମୁଖ୍ୟ ଅତିଥି ଭାବରେ ନିମନ୍ତ୍ରଣ କରିଛନ୍ତି? ଜାଣନ୍ତୁ ସତ୍ୟ।

ଆମେରିକା ନିର୍ବାଚନରେ ଜୋ ବିଡେନଙ୍କ ରାଷ୍ଟ୍ରପତି ପଦ ଜିତିବା ବର୍ତମାନ ସୁନିଶ୍ଚିତ ଅଛି। ବିଡେନ ଆମେରିକାର ୪୬ ରାଷ୍ଟ୍ରାପତି ଭାବରେ ନିଯୁକ୍ତ ହେବେ। ଏହି ସମୟରେ ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଅଛି ଯେ ବିଡେନ ନିଜ ଶପଥ ଗ୍ରହଣ ସମାରୋହରେ ମନମୋହନ ସିଂହଙ୍କୁ ମୁଖ୍ୟ ଅତିଥି ଭାବରେ ନିମନ୍ତ୍ରଣ ଦେଇଛନ୍ତି।  ଫେକ୍ଟ କୃସେଣ୍ଡୋ ଏହି ଦାବିର ଅନୁସନ୍ଧାନ କରି ଏହାକୁ ମିଥ୍ୟା ବୋଲି ପ୍ରମାଣ କରିଛି।  କ’ଣ ଦାବି […]

Continue Reading

କ’ଣ ଭାଇରାଲ ହେଉଥିବା ଏହି ଫୋଟୋରେ ପୋଲିସ ଅର୍ଣବ ଗୋସ୍ଵାମୀଙ୍କୁ ମାରୁଛନ୍ତି? ଜାଣନ୍ତୁ ସତ।

ଅର୍ଣବ ଗୋସ୍ଵାମୀଙ୍କ ଇରଫ ହେବା ପରେ ମୁମ୍ବାଇ ପୋଲିସର ତାଙ୍କ ପ୍ରତି ଦୁର୍ବ୍ୟବହାର ଖବର ବର୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ବିଷୟ ନେଇ ଅନେକ ପୋଷ୍ଟ ଏବଂ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏପରି ଗୋଟିଏ ପୋଷ୍ଟ ଆମ ସାମନାକୁ ଆସିଛି ଯେଉଥିରେ ପୋଲିସ ଗୋଟିଏ ବ୍ୟକ୍ତିକୁ ମାରୁଛନ୍ତି।  ଫେକ୍ଟ କୃସେଣ୍ଡୋ ଏହି ଫୋଟୋର ଅନୁସନ୍ଧାନ କରି ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ଏହି […]

Continue Reading

କ’ଣ ଏହି ଫୋଟୋରେ ସଲମାନ ଖାନ ମୁମ୍ବାଇ ପୋଲିସ ସହିତ ବସିଛନ୍ତି? କ’ଣ ଥିଲା ଏହି ଘଟଣା?

କିଛି ଦିନ ପୂର୍ବରୁ ମୁମ୍ବାଇ ପୋଲିସ ଅର୍ଣବ ଗୋବାମୀଙ୍କୁ ତାଙ୍କ ଘରୁ ଗିରଫ କରିଲା ପରେ ଅର୍ଣବ ମୁମ୍ବାଇ ପୋଲିସ ଦୁର୍ବ୍ୟବହାର କରିଥିବା ଅଭିଯୋଗ ଲଗାଇଛନ୍ତି। ଏହା ନେଇ ବର୍ତମାନ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଭାଇରା ହେଉଛି। ଲୋକେ ମୁମ୍ବାଇ ପୋଲିସ ଦୁର୍ବ୍ୟବହାରକୁ ନେଇ ନିଜ ମତ ମଧ୍ୟ ରଖିଛନ୍ତି। ଏପରି ଗୋଟିଏ ପୋଷ୍ଟ ମଧ୍ୟ ଆମ ସାମନାକୁ ଆସିଛି ଯେଉଁଥିରେ ସଲମାନ ଖାନ ପୋଲିସ ଥାନାରେ ବସିଥିବା ଦେଖିବାକୁ ମିଳିଛି।  ପୋଷ୍ଟରେ କରା ଯାଇଥିବା […]

Continue Reading

କ’ଣ ବିହାର ନିର୍ବାଚନ ପାଇଁ ଯାଉଥିବା ଗାଡ଼ି ଦୁର୍ଘଟଣାରେ ୯ ସେନା ଯବାନ ଶହିଦ ହେଇଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତମାନ ସୋସିଆଲ ମିଡିଆରେ ଗୋଟିଏ ବସ୍ ଉଲଟି ଯିବାର ଫୋଟୋ ଭାଇରାଲ ହେଉଛି। ଏହା ଛଡ଼ା ଜଣେ ଯବାନଙ୍କ ଆହତ ହେଇଥିବା ଫୋଟୋ ମଧ୍ୟ ଭାଇରାଲ ହେଉଛି। ଏହି ଫୋଟୋରେ ଦୁର୍ଘଟଣା ସ୍ଥଳରେ ବସ୍ ପାଖା ପାଖି ଅନେକ ସୈନ୍ୟ ଯବାନଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳିଛି।  ଫେକ୍ଟ କୃସେଣ୍ଡୋ ଏହି ପୋଷ୍ଟରେ କରା ଯାଇଥିବା ଦାବିର ଅନୁସନ୍ଧାନ କରି ଏହା କୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ଏହି ପୋଷ୍ଟର? ୬ ଜୁନରେ ଓଡ଼ିଶା […]

Continue Reading

କ’ଣ ଚାର୍ଲି ହଡ୍ଡୋ ନାମକ ଖବର କାଗଜ ଶାହିନ ବାଗ୍ ମହିଳାଙ୍କ ଅପମାନଜନକ କାର୍ଟୁନ୍ ବନାଇଛି ?

ଶାହିନ୍ ବାଗ ବିରୋଧକାରୀଙ୍କ ନାମରେ ଚାର୍ଲି ହେବଡୋ କାର୍ଟୁନ୍ ସହିତ ଜଡିତ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ କରାଯାଉଛି। ଚାର୍ଲି ହେବଡୋ ଫ୍ରାନ୍ସର ଏକ ବାମପନ୍ଥୀ ଭାବବାଦୀ ରାଜନୈତିକ ଖବରକାଗଜ ଅଟେ। ଯାହା ଭବିଷ୍ୟ‌ଦ୍‌ବକ୍ତା ମହମ୍ମଦଙ୍କ କାର୍ଟୁନ୍ ପ୍ରକାଶନ ନେଇ ବିବାଦ ଘେରକୁ ଆସିଛି। ଏହି ପୋଷ୍ଟ ମାଧ୍ୟମରେ ଦାବି କରାଯାଇଛି ଯେ ଶାହିନ୍ ବାଗରେ CAA ଏବଂ NRC ପ୍ରଦର୍ଶନକାରି ମହିଳାଙ୍କୁ ଅପମାନିତ କରିବା ପାଇଁ ଚାର୍ଲି ହେଡ୍ଡୋ ଏହି କାର୍ଟୁନ୍ ତିଆରି କରିଛନ୍ତି। […]

Continue Reading

କ’ଣ ବିହାର ନିର୍ବାଚନ ପାଇଁ ହେଉଥିବା ପ୍ରଚାର ସମୟରେ ତେଜସ୍ବୀ ଯାଦବ ଲୋକଙ୍କୁ ଟଙ୍କା ବାଣ୍ଟୁଛନ୍ତି? ଜାଣନ୍ତୁ ସତ୍ୟ।

ବିହାର ଉପନିର୍ବାଚନ ପ୍ରଚାର ନେଇ ଅନେକ ଭିଡିଓ ସୋସିଆଲ ମିଡିଆରେ ସାମନାକୁ ଆସିଛି। ଏହା ମଧ୍ୟରେ ଗୋଟିଏ ଭିଡିଓ ଭାଇରାଲ ହେଇଛି ଯେଉଁଥିରେ ରାଷ୍ଟ୍ରୀୟ ଜନତା ଦଳ ନେତା ତେଜସ୍ବୀ ଯାଦବ ଲୋକଙ୍କୁ ପଇସା ବାଣ୍ଟୁଛନ୍ତି।  ଫେକ୍ଟ କୃସେଣ୍ଡୋ ଏହି ଭିଡିଓର ଅନୁସନ୍ଧାନ କରି ପୋଷ୍ଟରେ କରା ଯାଇଥିବା ଦାବି କୁ ମିଥ୍ୟା ପ୍ରମାଣ କରିଛି।  କ’ଣ ଦାବି ଏହି ପୋଷ୍ଟର? “ଲାଲୁ ପ୍ରସାଦ ଯାଦବଙ୍କ ପୁଅ ଆରଜେଡି ନେତା ତେଜସ୍ଵୀ ଯାଦବଙ୍କୁ କିଛି ଲୋକ ଚୋର […]

Continue Reading

ଫ୍ରାନ୍ସ ସରକାର ଆଇଏସଆଇର ମୁଖ୍ୟଙ୍କ ଭଉଣୀଙ୍କ ୧୮୩ଜଣ ପାକିସ୍ତାନୀଙ୍କ ଭିସା ରଦ୍ଦ କରିଛି କି?

ଫ୍ରାନ୍ସରେ ଚାଲିଥିବା ବିବାଦିୟ ଘଟଣା କୁ ନେଇ ସୋସିଆଲ ମିଡିଆରେ ଅନେକ ଖବର ଭାଇରାଲ ହେବାରେ ଲାଗିଛି। ଏଥି ମଧ୍ୟରେ  କିଛି ଦିନ ପୂର୍ବରୁ ଅନେକ ନ୍ୟୁଜ୍ ଏଜେନ୍ସି ଖବର ପ୍ରକାଶ କରିଥିଲେ ଯେ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ଉପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ମନ୍ତବ୍ୟ ପରେ ଫ୍ରାନ୍ସ ଅନେକ ପାକିସ୍ତାନୀଙ୍କୁ ଦେଶରୁ ବିତାଡିତ କରିଛି ଏବଂ ତାଙ୍କ ପାସପୋର୍ଟକୁ ବାତିଲ କରିଦେଇଛି। ଦାବି କରାଯାଉଛି ଯେ, ଫ୍ରାନ୍ସରେ ଥିବା ପାକିସ୍ତାନ ନାଗରିକଙ୍କୁ ଦିଆଯାଇଥିବା […]

Continue Reading

ପାକିସ୍ତାନର ବେଲୁଚିସ୍ଥାନର ବିଭିନ୍ନ ଜାଗାରେ ଲୋକମାନେ ତ୍ରୀରଙ୍ଗା ଉଡ଼ାଉଛନ୍ତି କି?

ପାକିସ୍ଥାନ ଏବଂ ଭାରତର ଅନେକ ତିକ୍ତତା ମଧ୍ୟରେ ସୋସିଆଲ ମିଡିଆର ଏକ ବଡ଼ ଭୂମିକା ରହିଛି। ସାଧାରଣ ଜନତା ଜାହା ଜାଣିପାରନ୍ତି ନାହିଁ। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଫଟୋ ଏବଂ ଭିଡିଓ ଅନେକ ସୂଚନା ଦେଇଥାଏ। କିନ୍ତୁ ଏଥି ମଧ୍ୟରେ କିଛି ମିଥ୍ୟା ଖବର ମଧ୍ୟ ଭାଇରାଲ ହୋଇଥାଏ। ଏପରି କିଛି ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥୁରେ ଦିବା କରାଯାଇଛି ଯେ, ବର୍ତ୍ତମାନ ପାକିସ୍ତାନର ବେଲୁଚିସ୍ଥାନର ବିଭିନ୍ନ ଜାଗାରେ ଲୋକମାନେ ତ୍ରୀରଙ୍କା ଉଡ଼ାଉଛନ୍ତି। ଭାଇରାଲ […]

Continue Reading

5 ବର୍ଷ ପୁରୁଣା ଫଟୋକୁ ମୁସ୍ଲିମମାନଙ୍କୁ ଫ୍ରାନ୍ସ ଲୋକମାନେ ଗୋଡେଇ ଗୋଡେଇ ମାରୁଥିବା ଦାବିରେ ଭାଇରାଲ କରାଯାଉଛି।

ଫ୍ରାନ୍ସରେ ସାଂଘାତିକ ହିଂସାରେ 4ଜଣଙ୍କର ମୃତ୍ୟୁ ହେବା ପରେ ଦେଶରେ ଅସନ୍ତୋଷ ଦେଖାଦେଇଛି। ଏହି ଘଟଣାକୁ ନେଇ ଫ୍ରାନ୍ସରେ ଇସଲାମିକ ବିଚ୍ଛିନ୍ନତା ଏବଂ ମୌଳିକତାର ମାମଲା ଗରମ ହେବାରେ ଲାଗିଛି। ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ଫଟୋ ଏବଂ ଭିଡିଓ ମଧ୍ୟ ଭାଇରାଲ କରାଯାଇ ଆଲୋଚନା କରାଯାଉଛି।  ସୋସିଆଲ ମିଡିଆରେ ଏକ ଫଟୋ  ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦାବି କରାଯାଇଛି ଯେ, ମୁସଲମାନମାନଙ୍କୁ ଫ୍ରାନ୍ସର ଲୋକମାନେ ଗୋଡେଇ ଗୋଡେଇ ମାଡ ମାରୁଛନ୍ତି। ଫଟୋରେ, ମହିଳା […]

Continue Reading

କ’ଣ ଭିଡିଓରେ ମହିଳାଙ୍କୁ ଗୋଇଂଠା ମାରୁଥିବା ଦୃଶ୍ୟ ଫ୍ରାନ୍ସ ଦେଶର? ଜାଣନ୍ତୁ ସତ୍ୟ।

ଫ୍ରାନ୍ସରେ ସାମୁଏଲ ପେଟ୍ଟୀ ନାମକ ଜେନ ଶିକ୍ଷକଙ୍କ ହତ୍ୟା ପରେ ସେଠିକାର ଲୋକଙ୍କ ମନରେ ମୁସଲମାନଙ୍କ ପ୍ରତି କ୍ରୋଧ ଦେଖିବାକୁ ମିଳିଛି। ଏହି ଘଟଣା ନେଇ ଫ୍ରାନ୍ସ ସରକାର ମଧ୍ୟ କିଛି ପଦକ୍ଷେପ ନେଇଛି। ବିଶ୍ଵର ଅନେକ ଦେଶରେ ମୁସଲମାନ ମାନେ ଫ୍ରାନ୍ସ ସରକାର ବିରୋଧ ମଧ୍ୟ କରିଥିବାର ଖବର ସାମନାକୁ ଆସିଛି। ଏହି ସମୟରେ ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପୋସ୍ତରେ ଦାବି ଯେ ଏହି ଭିଡିଓଫ୍ରାନ୍ସର ବୋଲି।  ଫେକ୍ଟ କୃସେଣ୍ଡୋ ଏହି […]

Continue Reading

ୟୁପିର କାଶୀ ବିଶ୍ୱନାଥ ମନ୍ଦିର ନିର୍ମାଣ କାର୍ଯ୍ୟର ଫଟୋକୁ ଅଯୋଧ୍ୟା ରାମ ମନ୍ଦିର ଦାବିରେ ଭାଇରାଲ କରାଯାଉଛି।

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଅନେକ ଆୟୋଯନ କରାଯାଇଥିବା ବେଳେ ସୋସିଆଲ ମିଡିଆରେ ଏହାର ଫଟୋ ଏବଂ ଭିଡିଓ ମଧ୍ୟ ଭାଇରାଲ ହୋଇଛି। ଏବେ ସୋସିଆଲ ମିଡିଆରେ ଏକ ନିର୍ମାଣ କାର୍ଯ୍ୟର ଫଟୋ ଭାଇରାଲା ହେଉଛି। ଯେଉଁଥିରେ ଦାବି କରାଯାଉଛି ଯେ,ଭାଇରାଲ ଫଟୋ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟର ଅଟେ। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଉଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।   1 ନଭେମ୍ବରରେ Abhiram Mhakul ନାମକ ଜଣେ ଫେସବୁକ ୟୁଜର […]

Continue Reading

କ’ଣ ବର୍ତମାନ ଏଟିଏମ ରୁ ୪ ଥରରୁ ଅଧିକ ଥର ପାଇସା ବାହାର କରିଲେ ୧୭୩ ଟଙ୍କା ସର୍ଭିସ୍ ଚାର୍ଜ ଦେବାକୁ ପଡ଼ିବ? ଜାଣନ୍ତୁ ସତ୍ୟ।

୧ ନୋଭେମ୍ବରରେ ଜଣେ ଟୁଇଟର ୟୁଜର ନିଜ ଟୁଇଟର ହେଣ୍ଡେଲରେ ଗୋଟିଏ ଟୁଇଟ ପୋଷ୍ଟ କରିଛନ୍ତି। ହି ପୋଷ୍ଟରେ ଦାବି କରା ଯାଇଅଛି ଯେ ଏଟିଏମ ରୁ ୪ ଥରରୁ ଅଧିକ ଥର ପଇସା ବାହାର କରିଲେ ୧୫୦ ଟଙ୍କା ଟେକ୍ସ ଏବଂ ୨୩ ଟଙ୍କା ସର୍ଭିସ୍ ଚାର୍ଜ ଦେବାକୁ ପଡ଼ିବ।  ଫେକ୍ଟ କୃସେଣ୍ଡୋ ଏହି ଦାବି କୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ହି ପୋଷ୍ଟର? ପୋଷ୍ଟର କୁହା ଯାଇଅଛି ଯେ, “ATM ରୁ […]

Continue Reading

ଚିଲର ରାଜଧାନୀ ସାଣ୍ଟିଆଗୋରେ ବାମପନ୍ଥୀମାନେ କବଜା କରିଛନ୍ତି କି ?

ବାମପନ୍ଥୀ କୁ ନେଇ ସୋସିଆଲ ମିଡିଆରେ ଅନେକ ଆଲୋଚନା କରାଯାଇଥାଏ। ହିନ୍ଦୁ ମୁସ୍ଲିମ ତଥା ଜାତିବାଦର ଏହି ଚର୍ଚ୍ଚା                      ଦିନ କୁ ଦିନ ବଢ଼ିବାରେ ଲେଗିଛି। ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି, ଯେଉଁଥିରେ ଲକ୍ଷ ଲକ୍ଷ ଲୋକ ପ୍ରଦର୍ଶନ କରୁଥିବାର ଦେଖା ଯାଉଛନ୍ତି। ଫଟୋ ସହ ଦାବି କରାଯାଉଛି ଯେ, ଚିଲିର ରାଜଧାନୀ ସାଣ୍ଟିଆଗୋରେ ବାମପନ୍ଥୀଙ୍କ ଦଖଲ। ଆମ ଅନୁସନ୍ଧାନରେ  […]

Continue Reading

କ’ଣ ପ୍ରଧାନମନ୍ତ୍ରୀ ବର୍ତମାନ ହେଇଥିବା ଦୁଷ୍କର୍ମ ପାଇଁ ଯୋଗୀ ଆଦିତ୍ୟନାଥ ଏବଂ ବିଜେପି ସରକାରଙ୍କୁ ଅଭିଯୋଗ ଦେଉଛନ୍ତି? ଜାଣନ୍ତୁ ସତ୍ୟ।

୫ ଅକ୍ଟୋବରରେ ଜଣେ ଫେସବୁକ ୟୁଜର ଗୋଟିଏ ଭିଡିଓ ପୋସ୍ତ କରିଛନ୍ତି ଯେଉଁଥିରେ ଦାବି କରା ଯାଇଅଛିଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ହାଉଥିବା ଦୂଷକର୍ମ ପାଇଁ ବିଜେପି ସରକାର ଆଉ ଯୋଗୀ ଆଦିତ୍ୟନାଥଙ୍କୁ ଅଭିଯୋଗ ଦେଉଛନ୍ତି। ଏହି ଭିଡିଓରେ ମୋଦିଜି କହୁଛନ୍ତିଯେ ଜଣେ ଦଳିତ ଝିଅ ସହିତ କିଛି ଲୋକେ ଗଣଦୁଷ୍କର୍ମ କରିଛନ୍ତି। କିନ୍ତୁ ସେଠିକାର ସରକାର ଏବଂ ପୋଲିସ ଏଏହି ଘଟଣାକୁ ଲୁଚାଇବାରେ ଲାଗିଛି, କାରଣ ଏଏହି କଥା ସାମନାକୁ ଆସିଲେ ଭୋଟ୍ ଗଣନା […]

Continue Reading

ପୁରୁଣା ଫଟୋକୁ ତୁର୍କୀରେ ହୋଇଥିବା ଭୁକମ୍ପର ଦାବିରେ ଭାଇରାଲ କରାଯାଉଛି।

ତୁର୍କୀରେ ଗତ କିଛି ଦିନ ତଳେ ଭୂମିକମ୍ପ ହେବାର ଖବର ସାମ୍ନାକୁ ଆସିଥିଲା। ଏହା ସହ କିଛି ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଥିବାର ଦେଖାଯାଉଛି। ଆମ ଅନୁସନ୍ଧାନରେ ଭାଇରାଲ ହେଉଥିବା ଫଟୋ ମଧ୍ୟରୁ କିଛି ପୁରୁଣା ଫଟୋକୁ ବର୍ତ୍ତମାନର ତୁର୍କୀ ଭୂମିକମ୍ପର କହି ଭାଇରାଲ କରାଯାଉଥିବାର ପାଇଲୁ।  30 ଅକ୍ଟୋବରରେ Milan Pradhan ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭୂମିକମ୍ପର କିଛି ପୋଷ୍ଟ କରିଥିଲେ। ଏବଂ ପୋଷ୍ଟରେ ଦାବି କରିଛନ୍ତି […]

Continue Reading

କେରଳ କଲେଜରେ ଜିନ୍ସ ନିଷେଧ ହେବାପରେ ଝିଅମାନେ ଲୁଙ୍ଗି ପିନ୍ଧି କଲେଜ ପହଞ୍ଚିଥିଲେ କି?

ମହିଳାଙ୍କ ପୋଷାକ କୁ ନେଇ ସୋସିଆଲ ମିଡିଆରେ ଆଲୋଚନା କରାଯାଇଥାଏ। ତେବେ ଏହି ଆଲୋଚନା ମଧ୍ୟରେ କିଛି ଫଟୋ ଏବଂ ଭିଡିଓ ଭାଇରାଲ କରାଯାଇଥାଏ। ଏବେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି , ଯେଉଁଥିରେ କିଛି ଝିଏ ଲୁଙ୍ଗି ପିନ୍ଧି ଛିଡ଼ା ହୋଇଥିବାର ଦେଖାଯାଉଛନ୍ତି। ଫଟୋ ସହ ଦାବି କରାଯାଉଛି ଯେ, କେରଳରେ କଲେଜ ଝିଅଙ୍କୁ ଜିନ୍ସ ପିନ୍ଧିବାରେ ରୋକ ଲଗାଯିବାରୁ ଝିଅମାନେ ଲୁଙ୍ଗି ପିନ୍ଧି ଏହାର ପ୍ରତିବାଦ କରୁଛନ୍ତି।  ଆମ ଅନୁସନ୍ଧାନରେ  ଫଟୋ […]

Continue Reading

କ’ଣ ଫ୍ରାନ୍ସରେ ପୋଲିସ ପାଣି ତୋପ ବ୍ୟବହାର କରି ମୁସଲମାନ ଲୋକଙ୍କୁ ରାସ୍ତାରୁ ହଟାଉଛନ୍ତି? ଜାଣନ୍ତୁ ସତ୍ୟ।

ଫ୍ରାନ୍ସରେ ଜଣେ ଶିକ୍ଷକଙ୍କ ହତ୍ୟା ହେବା ପରେ ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ କିଛି ଲୋକେ ରାସ୍ତାରେ ପ୍ରାର୍ଥନା କରୁଥିବା ସମୟରେ ପୋଲିସ ଆସି ତାଙ୍କ ଉପରେ ପାଳି ତୋପରେ ପ୍ରହାର କରିଛି।  ଫେକ୍ଟ କୃସେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବିର ଅନୁସନ୍ଧାନ କରି  ଏହାକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ଏହି ପୋଷ୍ଟର? ୨୯ ଅକ୍ଟୋବରରେ ଜଣେ ଟୁଇଟର ୟୁଜର ନିଜ ଟୁଇଟର ହଣ୍ଡେଲରେ […]

Continue Reading