ପାକିସ୍ତାନର ବେଲୁଚିସ୍ଥାନର ବିଭିନ୍ନ ଜାଗାରେ ଲୋକମାନେ ତ୍ରୀରଙ୍ଗା ଉଡ଼ାଉଛନ୍ତି କି?

ପାକିସ୍ଥାନ ଏବଂ ଭାରତର ଅନେକ ତିକ୍ତତା ମଧ୍ୟରେ ସୋସିଆଲ ମିଡିଆର ଏକ ବଡ଼ ଭୂମିକା ରହିଛି। ସାଧାରଣ ଜନତା ଜାହା ଜାଣିପାରନ୍ତି ନାହିଁ। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଫଟୋ ଏବଂ ଭିଡିଓ ଅନେକ ସୂଚନା ଦେଇଥାଏ। କିନ୍ତୁ ଏଥି ମଧ୍ୟରେ କିଛି ମିଥ୍ୟା ଖବର ମଧ୍ୟ ଭାଇରାଲ ହୋଇଥାଏ। ଏପରି କିଛି ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥୁରେ ଦିବା କରାଯାଇଛି ଯେ, ବର୍ତ୍ତମାନ ପାକିସ୍ତାନର ବେଲୁଚିସ୍ଥାନର ବିଭିନ୍ନ ଜାଗାରେ ଲୋକମାନେ ତ୍ରୀରଙ୍କା ଉଡ଼ାଉଛନ୍ତି। ଭାଇରାଲ […]

Continue Reading

5 ବର୍ଷ ପୁରୁଣା ଫଟୋକୁ ମୁସ୍ଲିମମାନଙ୍କୁ ଫ୍ରାନ୍ସ ଲୋକମାନେ ଗୋଡେଇ ଗୋଡେଇ ମାରୁଥିବା ଦାବିରେ ଭାଇରାଲ କରାଯାଉଛି।

ଫ୍ରାନ୍ସରେ ସାଂଘାତିକ ହିଂସାରେ 4ଜଣଙ୍କର ମୃତ୍ୟୁ ହେବା ପରେ ଦେଶରେ ଅସନ୍ତୋଷ ଦେଖାଦେଇଛି। ଏହି ଘଟଣାକୁ ନେଇ ଫ୍ରାନ୍ସରେ ଇସଲାମିକ ବିଚ୍ଛିନ୍ନତା ଏବଂ ମୌଳିକତାର ମାମଲା ଗରମ ହେବାରେ ଲାଗିଛି। ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ଫଟୋ ଏବଂ ଭିଡିଓ ମଧ୍ୟ ଭାଇରାଲ କରାଯାଇ ଆଲୋଚନା କରାଯାଉଛି।  ସୋସିଆଲ ମିଡିଆରେ ଏକ ଫଟୋ  ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦାବି କରାଯାଇଛି ଯେ, ମୁସଲମାନମାନଙ୍କୁ ଫ୍ରାନ୍ସର ଲୋକମାନେ ଗୋଡେଇ ଗୋଡେଇ ମାଡ ମାରୁଛନ୍ତି। ଫଟୋରେ, ମହିଳା […]

Continue Reading

କ’ଣ ଭିଡିଓରେ ମହିଳାଙ୍କୁ ଗୋଇଂଠା ମାରୁଥିବା ଦୃଶ୍ୟ ଫ୍ରାନ୍ସ ଦେଶର? ଜାଣନ୍ତୁ ସତ୍ୟ।

ଫ୍ରାନ୍ସରେ ସାମୁଏଲ ପେଟ୍ଟୀ ନାମକ ଜେନ ଶିକ୍ଷକଙ୍କ ହତ୍ୟା ପରେ ସେଠିକାର ଲୋକଙ୍କ ମନରେ ମୁସଲମାନଙ୍କ ପ୍ରତି କ୍ରୋଧ ଦେଖିବାକୁ ମିଳିଛି। ଏହି ଘଟଣା ନେଇ ଫ୍ରାନ୍ସ ସରକାର ମଧ୍ୟ କିଛି ପଦକ୍ଷେପ ନେଇଛି। ବିଶ୍ଵର ଅନେକ ଦେଶରେ ମୁସଲମାନ ମାନେ ଫ୍ରାନ୍ସ ସରକାର ବିରୋଧ ମଧ୍ୟ କରିଥିବାର ଖବର ସାମନାକୁ ଆସିଛି। ଏହି ସମୟରେ ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପୋସ୍ତରେ ଦାବି ଯେ ଏହି ଭିଡିଓଫ୍ରାନ୍ସର ବୋଲି।  ଫେକ୍ଟ କୃସେଣ୍ଡୋ ଏହି […]

Continue Reading

ୟୁପିର କାଶୀ ବିଶ୍ୱନାଥ ମନ୍ଦିର ନିର୍ମାଣ କାର୍ଯ୍ୟର ଫଟୋକୁ ଅଯୋଧ୍ୟା ରାମ ମନ୍ଦିର ଦାବିରେ ଭାଇରାଲ କରାଯାଉଛି।

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଅନେକ ଆୟୋଯନ କରାଯାଇଥିବା ବେଳେ ସୋସିଆଲ ମିଡିଆରେ ଏହାର ଫଟୋ ଏବଂ ଭିଡିଓ ମଧ୍ୟ ଭାଇରାଲ ହୋଇଛି। ଏବେ ସୋସିଆଲ ମିଡିଆରେ ଏକ ନିର୍ମାଣ କାର୍ଯ୍ୟର ଫଟୋ ଭାଇରାଲା ହେଉଛି। ଯେଉଁଥିରେ ଦାବି କରାଯାଉଛି ଯେ,ଭାଇରାଲ ଫଟୋ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟର ଅଟେ। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଉଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।   1 ନଭେମ୍ବରରେ Abhiram Mhakul ନାମକ ଜଣେ ଫେସବୁକ ୟୁଜର […]

Continue Reading