କ’ଣ ଘୁଷୁରି ଜନ୍ମ ଦେଇଛି ମଣିଷ ଛୁଆ ? ଜାଣନ୍ତୁ ସତ୍ୟତା ।

ସୋସିଆଲ ମିଡିଆରେ ଏପରି କିଛି ଖବର ଭାଇରାଲ ହେବାରେ ଲାଗିଛି ଯାହା ବିଶ୍ୱାସ କରିବା ଅସମ୍ଭବ ହୁଏ। ଏପରି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଦିବା କରାଯାଉଛି ଯେ, ଏକ ଘୁଷୁରି ମଣିଷ ଛୁଆ ଜନ୍ମ କରିଛି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିରେ କରାଯାଉଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  Amazing World in Odia ନାମକ ୟୁଟ୍ୟୁବ ଚ୍ୟାନେଲରେ ଏହି ଭିଡିଓ ପୋଷ୍ଟ କରାଯାଇଛି। ପୋଷ୍ଟରେ ଦିବା କରାଯାଇଛି ଯେ, ଘୁଷୁରି ମଣିଷ ଛୁଆ […]

Continue Reading

ଭାଇରାଲ ଫଟୋରେ ପିଲାଟି ନିଜେ ମାଟିରୁ ତାର ମୂର୍ତ୍ତି ବନାଇଛି? ଜାଣନ୍ତୁ ସତ୍ୟତା ।

ବାଲୁକା କଳା ଓଡ଼ିଶାରେ ପ୍ରସିଦ୍ଧଥିବା ବେଳେ ଏହା ଲୋକପ୍ରିୟ କଳାମଧ୍ୟ ଅଟେ। ସୋସିଆଲ ମିଡିଆରେ ଏକ ପିଲାର ବାଲୁକା କଳା ଭାଇରାଲ ହେଉଛି। ଯେଉଁଥିରେ ଦାବି କରାଯାଇଛି, ଫଟୋରେଥିବା ପିଲାଟି ନିଜର ମୂର୍ତ୍ତି ବନେଇଛି। ଆମ ଅନୁସନ୍ଧାନରେ ଆମକୁ ଭାଇରାଲ ଫୋଟ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।   15 ନଭେମ୍ବରରେ Parameswar Satapathy ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏକ ଛୋଟ ପିଲା ସହ ବାଲୁକା କଳାର ଫୋଟୋ ପୋଷ୍ଟ କରିଛନ୍ତି। […]

Continue Reading