ଭିନ୍ନ ସ୍ଥାନ ଏବଂ ଭିନ୍ନ ସମୟର ଫଟୋକୁ ଏକାଠି କରି ଉତ୍ତର ପ୍ରଦେଶ ମଦ୍ରାସାରୁ ଅସ୍ତ୍ର ଜବତ ହୋଇଥିବା ଦାବିରେ ଭାଇରାଲ କରାଯାଉଛି।
ସୋସିଆଲ ମିଡିଆରେ ମଦରାସା କୁ ନେଇ ଅନେକ ଖବର ଭାଇରାଲ ହେବାରେ ଲେଗିଛି। ଏଥିମଧ୍ୟରୁ କେଉଁଟି ସତ ଏବଂ କେଉଁଟି ମିଛ ତାହା ନ ଜାଣି ମଧ୍ୟ ଭାଇରାଲ କରାଯାଉଛି। ଏପରି କିଛି ଫଟୋ ଫ୍ୟାକ୍ଟ କ୍ରିସେଣ୍ଡୋ ସାମ୍ନା କୁ ଆସିଛି। ଯେଉଁଥିରେ ଦାବି କରାଯାଇଛି ଯେ, ଉତ୍ତର ପ୍ରଦେଶର ମଦ୍ରାସାରୁ ପୋଲିସ ଦ୍ୱାରା ଏହି ଅସ୍ତ୍ର ସିଜ କରାଯାଇଛି। ଏହା ସହ ଅପରାଧିମାନଙ୍କୁ ମଧ୍ୟ ଗିରଫ କରାଯାଇଛି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ପୁରୁଣା ପ୍ରମାଣିତ […]
Continue Reading