କ’ଣ ଜୋ ବାଇଡେନଙ୍କ ୱ୍ହାଇଟ ହାଉସ ସ୍ଵାଗତ ସମୟରେ ହିନ୍ଦୁ ରୀତି ଅନୁସାରେ ପୂଜା କରା ଯାଇଅଛି? ଜାଣନ୍ତୁ ସତ୍ୟ।
କିଛି ଦିନ ଉର୍ବାରୁ ଆମେରିକାନିର୍ବାଚନ ସେଶ ହେଇ ଜୋ ବାଇଡେନଙ୍କୁ ଆମେରିକାର ନୂତନ ରାଷ୍ଟ୍ରପତି ନିଯୁକ୍ତି କରା ଯାଇଅଛି। ବିଗତ କିଛି ଦିନରୁ ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଗୋଟିଏ ସାକ୍ଷାତରେ ଦୁଇଟି ଲୋକ ହିନ୍ଦୁ ଶ୍ଳୋକ ଗାଉଥିଲା ସମୟରେ ଅନ୍ୟ ଲୋକେ ସମ୍ମାନରେ ଚିଡ଼ା ହେଇଥିବା ଦେଖିବାକୁ ମିଳିଛି। ଫେକ୍ଟ କୃସେଣ୍ଡୋ ଏହି ଭିଏଅର ଅନୁସନ୍ଧାନ କରି ପୋଷ୍ଟରେ କରା ଯାଇଥିବା ଦାବି କୁ ମିଥ୍ୟା ବୋଲି ପ୍ରମାଣ କରିଛି। […]
Continue Reading