ବି.କେ.ଏସ ଅୟଙ୍ଗରଙ୍କ ଯୋଗ ଭିଡିଓ କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କର ନାମରେ ଭାଇରାଲ କରାଯାଉଛି।

ମୋଦିଙ୍କ ନାମରେ ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ଏହି ପରି ଯୋଗର ବିଭିନ୍ନ ଆଭିମୁଖ୍ୟ ପ୍ରଦର୍ଶନ କରୁଥିବା ଜଣେ ବ୍ୟକ୍ତିଙ୍କ ବ୍ଲାକ ଏଣ୍ଡ ହ୍ୱାଇଟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। 8 ମିନିଟର ଲମ୍ବା ଭିଡିଓ ସହ ଦାବି କରାଯାଉଛି  ଯେ, ଭିଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗାଆସନ ପ୍ରଦର୍ଶନ କରୁଥିବା ଏକ ବିରଳ ଦୃଶ୍ୟ । ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓ ସହ କରାଯାଇଥିବା ଦାବି ମିଥ୍ୟା […]

Continue Reading

କ’ନ ଚୀନ ମାଇକ୍ରୋୱେଭ ଅସ୍ତ୍ର ବ୍ୟବହାକ କରି ଲଦାଖରେ ଭାରତ ସେନା ଉପରେ ଆକ୍ରମଣ କରିଛି? ଜାଣନ୍ତୁ ସତ୍ୟ।

ଭାରତ ଏବଂ ଚୀନ ମଧ୍ୟରେ ଚାଲିଥିବା ସୀମା ବିବାଦ ଓ ପରସ୍ପର ମଧ୍ୟରେ ସେନା ମାନଙ୍କ ଆକ୍ରମଣ ଖବର ବିଗତ କିଛି ମାସ ହେଲା ଦେଖିବାକୁ ମିଳିଛି। ଅନେକ ଗଣମାଧ୍ୟମରେ ଭାରତ ଏବଂ ଚୀନ ମଧ୍ୟରେ ସେମା ବିବାଦ ସମ୍ବାଦ ପ୍ରକାଶିତ ହେଇଥିବା ସମୟରେ ଗୋଟିଏ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଇଥିବା ଦେଖିବାକୁ ମିଳିଛି। ଭାରତ ସେନା ଉପରେ ଚୀନ ମାଇକ୍ରୋୱେଭ ଅସ୍ତ୍ର ବ୍ୟବହାର କରି ଆକ୍ରମଣ କରିଥିବାର ଦାବି ସୋସିଆଲ ମିଡିଆରେ ଚର୍ଚାର ଅଛି।  […]

Continue Reading