କ’ଣ ପୋଷ୍ଟ କରା ଯାଇଥିବା ଫୋଟୋ ବର୍ତମାନ ଚାଲୁଥିବା କୃଷକ ଆନ୍ଦୋଳନର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।
କୃଷି ଆଇନ ବିରୁଦ୍ଧରେ କୃଷକ ମାନେ ରାସ୍ତାକୁ ବାହାରି ଆନ୍ଦୋଳନ କରୁଛନ୍ତି। ଏହି ଅବସର ନେଇ କିଛି ସୋସିଆଲ ମିଡିଆ ୟୁଜର ଫୋଟୋ ଏବଂ ଭିଡିଓ ପୋଷ୍ଟ କରୁଛନ୍ତି ଯେଉଁଟାର ସତ୍ୟ ସହିତ କୌଣସି ସମ୍ବନ୍ଧ ନାହିଁ। ଫେକ୍ଟ କୃସେଣ୍ଡୋ ପୂର୍ବରୁ ମଧ୍ୟ ଏପରି ଅନେକ ପୋଷ୍ଟକୁ ମିଥ୍ୟା ବୋଲି ପ୍ରମାଣ କରିଛି। ଏପରି ଗୋଟିଏ ଫୋଟୋ ବର୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଥିରେ ମଞ୍ଚ ଉପରେ ଗୋଟିଏ କୁକୁଡ଼ା ବସିଛି ଆଉ ସେଠାରେ କୌଣସି […]
Continue Reading