କ’ଣ ବିଜେପି ସରକାର ଭାରତୀୟ ରେଳକୁ ଅଦାନୀ ଗ୍ରୁପକୁ ବିକ୍ରି କରିଛି? ଜାଣନ୍ତୁ ସତ୍ୟ।

ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଦାବି କରାଯାଇଛି ଯେ, ବିଜେପି ସରକାର ଭାରତୀୟ ରେଳବାଇକୁ ଆଦାନୀ ଗ୍ରୁପକୁ ବିକ୍ରି କରିଛନ୍ତି। 1.11 ମିନିଟ ଭିଡିଓରେ ଏକ ଟ୍ରେନର ଅଛି, ଯାହାର  ଆଗ ପାର୍ଶ୍ୱରେ ଭଦୋଦରା ଲେଖା ହୋଇଛି ଏବଂ ଟ୍ରେନର ଉଭୟ ପାର୍ଶ୍ୱରେ ଫର୍ଚୁନ୍ ବ୍ରାଣ୍ଡ ମଇଦା ବିଜ୍ଞାପନ ଦିଆଯାଉଛି। ଏଥିସହ ‘ଆଦାନୀ ୱିଲମାର’ର ଏକ ପୋଷ୍ଟର ମଧ୍ୟ ଗୋଟିଏ ସ୍ଥାନରେ ରଖାଯାଇଛି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ […]

Continue Reading

କ’ଣ ମୁମ୍ବାଇର ଗୋଟିଏ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଦର ସମ୍ବନ୍ଧିତ ମୋଦୀ ସରକାରଙ୍କୁ ଭୋଟ୍ ନଦେବା ପାଇଁ ଲେଖା ଯାଇଅଛି? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ବର୍ତମାନ ଗୋଟିଏ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଏକ ପେଟ୍ରୋଲ ପମ୍ପ୍ ବିଲ୍ ତଳେ ଲେଖା ଯାଇଅଛି ଯେ “ଯଦି ଆପଣ ପେଟ୍ରୋଲ ମୂଲ୍ୟ ହ୍ରାସ କରିବା ପାଇଁ ଚାହୁଁଛନ୍ତି ତେବେ ମୋଦୀଙ୍କୁ ଭୋଟ୍ ଦିଅନ୍ତୁ ନାହିଁ।“ ଏହି ପୋଷ୍ଟରେ ପେଟ୍ରୋଲ ପମ୍ପ୍ ମାଲିକ ମାନେ ବର୍ତ୍ତମାନ ମୋଦୀଙ୍କୁ ଭୋଟ୍ ନଦେବାକୁ ଅନୁରୋଧ କରୁଛନ୍ତି ବୋଲି ଦାବି କରା ଯାଇଅଛି।  ଫେକ୍ଟ କୃସେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପ୍ରମାଣ କରିଛି।  […]

Continue Reading

କ’ଣ ତିରଙ୍ଗାର ଅପମାନ ହେଉଥିବା ଏହି ଫୋଟୋ ବର୍ତ୍ତମାନ କୃଷକ ଆନ୍ଦୋଳନର ଦୃଶ୍ୟ ଅଟେ? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ କୃଷକ ଆନ୍ଦୋଳନ ନେଇ ଅନେକ ପ୍ରଚାର ଚାଲିଛି। ସେହି ଭଳି ଗୋଟିଏ ପୋଷ୍ଟରେ କିଛି ଯୁବକ ଭାରତୀୟ ପତାକାକୁ ଅପମାନ କରୁଥିବା ଏକ ଫୋଟୋ ସେୟାର କରି ଏହାକୁ ଚାଲୁଥିବା କୃଷକ ଆନ୍ଦୋଳନ ସହ ଯୋଡ଼ୁଛନ୍ତି।  ଫେକ୍ଟ କୃସେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ପୋଷ୍ଟର? ୧୫ ଡିସେମ୍ବରରେ ଜଣେ ଫେସବୁକ ୟୁଜର ଗୋଟିଏ ଫୋଟୋ ସେୟାର କରିଛନ୍ତି ଯେଉଁଥିରେ କିଛି ଲୋକ ଭାରତ ପତାକାକୁ ଅପମାନ […]

Continue Reading