ମନୋଜ ତିୱାରି କୃଷି ଆନ୍ଦୋଳନରେ ଚାଷୀମାନଙ୍କୁ ବୁଝାଇବାକୁ ଜିବା ସମୟରେ ତାଙ୍କ ଗୋଡ଼ ଭାଙ୍ଗିଗଲା ?
କୃଷି ଆନ୍ଦୋଳନକୁ ନେଇ ଅନେକ ଖବର ଭାଇରାଲ ହେଉଛି। କିଛି ସତ୍ୟଥିବାବେଳେ କିଛି ମିଥ୍ୟା ଖବର ଭାଇରାଲ ହେଉଛି। ଏଥିମଧ୍ୟରେ ମନୋଜ ତିୱାରିର ଏକ ଫଟୋ ଭାଇରାଲ ହେଉଛି। ଯେଉଁଥିରେ ମନୋଜ ତିୱାରିଙ୍କ ଗୋଡ଼ ଭାଙ୍ଗିଥିବାର ଦେଖାଯାଉଛି। ଭାଇରାଲ ଫଟୋରେ ଦାବି କରାଯାଇଛି ଯେ, ଚାଷୀମାନଙ୍କୁ ବୁଝାଇବାକୁ ଯିବା ସମୟରେ ଏକ ପାଗଳ କୁକୁର ସାମ୍ନାକୁ ଆସିବାରୁ ମନୋଜ ତିୱାରିଙ୍କର ଏପରି ଅବସ୍ଥା ହୋଇଛି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହୋଇଥିଲା। […]
Continue Reading