ଦୁବାଇର ପ୍ରସିଦ୍ଧ ପଦ୍ମ ଜୁମେରାହର ଫଟୋକୁ ଅଯୋଧ୍ୟାର କହି ଭାଇରାଲ କରାଯାଉଛି।

ଅଯୋଧ୍ୟାକୁ ସୁମନ୍ଦର କରିବା ପାଇଁ ସରକାର ଅନେକ ଯୋଜନା ଚଲାଇଛି। ଏହା ଛଡ଼ା ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଏବଂ ସହରକୁ ନେଇ ମଧ୍ୟ ଅନେକ ଖବର ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆରେ ଅନେକ ଖବର ଭାଇରାଲ ହେବା ସହ କିଛି ମିଥ୍ୟା ଖବର ଭିନ୍ନ ପୋଷ୍ଟ ମାଧ୍ୟମରେ ଭାଇରାଲ ହେବାରେଲାଗିଛି। ଏହିପରି ଏକ ଫଟୋ ଭାଇରାଲ ହେଉଛି। ଯେଉଁଥିରେ ଏକ ସହର ପାଣି ମଧ୍ୟରେଥିବାର ଦେଖାଯାଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, ଫଟୋରେଥିବା ସହର […]

Continue Reading

ମାଲବାହି ରେଳ ବଗି ଅଦାନୀକୁ ବିକ୍ରି ହୋଇଥିବା ଦାବିରେ ମିଥ୍ୟା ପୋଷ୍ଟ ଭାଇରାଲ ।

ସୋସିଆଲ ମିଡିଆରେ କିଛି କୋଚର ଫଟୋ ଭାଇରାଲ ହେବାରେ ଲଗିଛି।  ଫଟୋ ସହ ଦାବି କରପାଯାଉଛି ଯେ, ବିଜେପି ସରକାର ଆଦାନୀଙ୍କୁ ଭାରତୀୟ ରେଳ ବିକ୍ରି କରିଥିବା ଦାବି ହେଉଛି। ଆମ ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ବେସରକାରୀ କମ୍ପାନୀଗୁଡିକ 2007 ରୁ ସାମଗ୍ରୀ ଟ୍ରେନ୍ ଚଳାଚଳରେ ଅଂଶଗ୍ରହଣ କରୁଛନ୍ତି।  ଆମେ ପୋଷ୍ଟରେ ଦାବି କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  20 ଡିସେମ୍ବରରେ Jayanata Ku jena ନାମକ ଜଣେ ଫେସବୁକ ୟୁଜର ତାଙ୍କ […]

Continue Reading