ଫଟୋରେ ରାହୁଲ ଗାନ୍ଧୀଙ୍କ ସହ ଆମେରିକା ପୋର୍ନସ୍ଟାର ?
ରାହୁଲ ଗାନ୍ଧୀଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲିଗିଛି। ଫଟୋରେ ରାହୁଲ ଗାନ୍ଧୀ ଜଣେ ମହିଳଆ ସହ ଦେଖାଯାଉଛନ୍ତି। ଫଟୋରେ ଦାବି କରାଯାଇଛି ଯେ, ରାହୁଲ ଗାନ୍ଧୀ ଆମେରିକାର ସବୁଠୁ ଦାମି ପୋର୍ନସ୍ଟାର ନଥାନା ରେମୋସ ସହ। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ସହ କରାଯାଇଥିବା ଦାବି ମିଥ୍ୟା ପାଇଲୁ। 3 ଜାନୁଆରିରେ ଦେବବ୍ରତ ମହାନ୍ତି ପୁପୁ ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି […]
Continue Reading