କ’ଣ ଓଁ ଉଛାରଣରୁ ଥାଇଲାଣ୍ଡର ଗୋଟିଏ ପର୍ବତ ଠାରୁ ଉଚ୍ଚକୁ ଉଠୁଛି ପାଣି? ଜାଣନ୍ତୁ ସତ୍ୟ।

୫ ଜାନୁଆରୀରେ ଜଣେ ଫେସବୁକ ୟୁଜର ଗୋଟିଏ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ଗୋଟିଏ ଝିଅ କିଛି ପାଟି କରୁଥିବା ସମୟରେ ପାଣି ପର୍ବତ ଠାରୁ ମଧ୍ୟ ଉଚ୍ଚକୁ ଉଠି ଯାଉଅଛି। ପୋଷ୍ଟରେ ଦାବି କରା ଯାଇଅଛି ଯେ ଏହି ସ୍ଥାନ ଥାଇଲାଣ୍ଡଦେଶର ଅଟେ ଏବଂ ଓଁ ଶବ୍ଦ ଉଚ୍ଚାରଣରୁ ପାଣି ଏପରି ଆଚରଣ କରୁଛି।  ଫେକ୍ଟ କୃସେଣ୍ଡୋ ଏହି ଦାବିକୁ ମିଥ୍ୟା ବୋଲି ପାଇଲା।  Archive Link Facebook | Archive ଆମ ଅନୁସନ୍ଧାନ: ଆମ […]

Continue Reading