ପୁରୁଣା ଭିଡିଓକୁ ଗଣତନ୍ତ୍ର ଦୀବସ ପାଇଁ ଚାଷି ଟ୍ରାକ୍ଟର ପ୍ୟାରେଡ ପ୍ରସ୍ତୁତ କରୁଥିବା ଦାବିରେ ଭାଇରାଲ ହେଉଛି।
କୃଷି ଆନ୍ଦୋଳନ ପାଇଁ ସୋସିଆଲ ମିଡିଆରେ ଅନେକ ଖବର ଏବଂ ଭିଡିଓ ଭାଇରାଲ ହେବାରେ ଲିଗିଛି। ଯେଉଁଥିରେ କିଛି ଖବର ସତ୍ୟଥିବା ବେଳେ ଅନେକ ଖବର ଏବଂ ଭିଡିଓ ଫଟୋ ମିଥ୍ୟା ଦାବିରେ ଭାଇରାଲ ହେବାରେ ଲେଗିଛି। ଏହି ପରି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଟ୍ରାକ୍ଟର ପ୍ୟାରେଡ ହେଉଥିବାର ଦେଖାଯାଉଛି। ଭିଡିଓରୋ ଦାବି କରାଯାଉଛି ଯେ, ଆସନ୍ତା ଗଣତନ୍ତ୍ର ଦିବସରେ ପ୍ୟାରେଡ୍ ପାଇଁ ପ୍ରସ୍ତୁତି ଚାଲିଛି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓ ସହ କରାଯାଇଥିବା […]
Continue Reading