କ’ଣ ପ୍ରଧାନମନ୍ତ୍ରୀ ଦେଶର ରାଷ୍ଟ୍ରପତିଙ୍କୁ ଚାକର ପରି ବ୍ୟବହାର କରପଛନ୍ତି ?
ସୋସିଆଲ ମିଡିଆରେ ଭାରତର ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଫଟୋରେ ରାଷ୍ଟ୍ରପତି ଏକ ତ୍ରୀଷୁଳଧରି ଠିଆ ହୋଇଥିବାର ଦେଖାଯାଉଛନ୍ତି ଏବଂ ଅନ୍ୟ ପଟେ ପ୍ରଧାନମନ୍ତ୍ରୀ ବିସିଥିବାର ଦେଖାଯାଉଛନ୍ତି। ଭାଇରଲା ଫଟୋ ସହ ଦାବି କରାଯାଉଛି ଯେ, ପ୍ରଧାନମନ୍ତ୍ରୀ ଦେଶର ରାଷ୍ଟ୍ରପତିଙ୍କୁ ଚାକର ଭଳି ବ୍ୟବହାର କରୁଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। 5 ଜାନୁଆରିରେ Haraprasad Behera ନାମକ ଜଣେ ଫେସବୁକ […]
Continue Reading