ପ୍ରକୃତରେ କ’ଣ ଏହି ଚିତାବାଘ ରାଜସ୍ଥାନର ପୁରୋହିତ ସହିତ ଶୋଉଛନ୍ତି ?

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଚିତା ସହିତ ଜଣେ ବ୍ୟକ୍ତି ଶୋଇଥିବାର ଦେଖାଯାଉଛନ୍ତି।  ଭିଡିଓରେ ଦେବି କରାଯାଇଛି ଯେସ ରାଜସ୍ଥାନର ଏକ ମନ୍ଦିର ଜଣେ ବ୍ୟକ୍ତି ଚିତା ସହିତ ରହୁଛନ୍ତି। ଅନୁସନ୍ଧାନରେ ଆମେ ଜାଣିବାକୁ ପାଇଲୁ ଯେ ରାଜସ୍ଥାନର ସିରୋହି ମନ୍ଦିର ନାମରେ ଦକ୍ଷିଣ ଆଫ୍ରିକାର ଏହି ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓର ରାଜସ୍ଥାନ ସହିତ କୈଣସି ସମ୍ପର୍କ ନାହିଁ।  2 ଜାନୁଆରି Upadhaya Panigrahi ନାମକ ଜଣେ ଫେସବୁକ […]

Continue Reading

କ’ଣ ଭିଡିଓରେ ବିଜେପି ବିଧାୟକ ମାନେ ରାଜନାଥ ସିଂହଙ୍କୁ କୃଷି ଆଇନ ଫେରାଇ ନେବା ପାଇଁ ନିବେଦନ କରୁଛନ୍ତି? ଜାଣନ୍ତୁ ସତ୍ୟ।

କୃଷକ ଆନ୍ଦୋଳନ ନେଇ ଅନେକ ପୋଷ୍ଟ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଫେକ୍ଟ କୃସେଣ୍ଡୋ ଏହି ଘଟଣା ନେଇ ଅନେକ ପୋଷ୍ଟକୁ ମିଥ୍ୟା ବୋଲି ପ୍ରମାଣ କରି ସାରିଛି। ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ପୁରୁଣା ଭିଡିଓ ପୁଣି ଥରେ ଭାଇରାଲ ହେବାଊ ଲାଗୁଛି। ଏହି ଭିଡିଓରେ କିଛି ଲୋକେ ରାଜନାଥ ସିଂହଙ୍କୁ କିଛି ନିବେଦନ କରୁଥିବା ଦେଖିବାକୁ ମିଳିଛି। ପୋଷ୍ଟର ଦାବି ଅନୁଯାୟୀ ଏହି ଲୋକ ମାନେ ବିଜେପି ବିଧାୟକ ଏବଂ କୃଷି […]

Continue Reading