କ’ଣ ଶସ୍ୟ ଅଖା ଉପରେ ପାଣି ଛିଞ୍ଚି ମଦ ତିଆରି କରିବା ପ୍ରଣାଳୀର ଏହି ଭିଡିଓ ପଞ୍ଜାବର ଅଟେ? ଜାଣନ୍ତୁ ସତ୍ୟ।
ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନ ମଧ୍ୟରେ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେ ଏହି ଭିଡିଓ ପଞ୍ଜାବର ଅଟେ ଯେଉଁଥିରେ କୃଷକ ମାନେ ଗୋଦାମରେ ଧାନ ଅଖା ଉପରେ ପାଣି ଚିଞ୍ଚୁଛନ୍ତି। ଏହି ପରି ଭାବରେ କୃଷକ ମାନେ ଗହମରେ ପାଣି ଢାଳି ତାକୁ ପଚେଇ ମଦ ତିଆରି ପାଇଁ ପ୍ରସ୍ତୁତ କରା ଯାଉଅଛି। ଫେକ୍ଟ କୃସେଣ୍ଡୋ ପୋଷ୍ଟରେ କରା ଯାଇଥିବା ଏହି ଦାବିକୁ ମିଥ୍ୟା ବୋଲି ପାଇଲା। Archive Link Facebook […]
Continue Reading