ଭାଇରାଲ ଭିଡିଓର ତାଷୀ ଆନ୍ଦୋଳନକାରି କିମ୍ବା 26 ଜାନୁଆରୀ ସହ କୌଣସି ସମ୍ପର୍କ ନାହିଁ।
ସୋସିଆଲ ମିଡିଆରେ ଜାନୁଆରି 26 ପୂର୍ବରୁ ଅନେକ ଭିଡିଓ ଏବଂ ଫଟୋ ଅଲଗା ଅଲଗା ଦାବିରେ ଭାଇରାଲ ହୋଇଥିଲା। ଏଥିମଧ୍ୟରେ ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା ଯେଉଁଥିରେ ଟ୍ରାକ୍ଟର ଟ୍ରକ ପରେଡ ହେଉଥିବାର ଦେଖାଯାଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, 26 ଜାନୁଆରି ପାଇଁ କୃଷକମାନେ ଟ୍ରାକ୍ଟର ପରେଡ ପ୍ରସ୍ତୁତ କରିଛନ୍ତି। ଆମ ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଭିଡିଓର ବର୍ତ୍ତମାନ ସହ କୌଣସି ସମ୍ପର୍କ ନାହିଁ। 25 ଜାନୁଆରିରେ Litu Baisakh […]
Continue Reading