କ’ଣ ରିଜର୍ଭ ବ୍ୟାଙ୍କ ୧୦୦, ୧୦ ଏବଂ ୫ ଟଙ୍କା ନୋଟ୍ ବ୍ୟବହାର ଉପରେ ରୋକ ଲଗାଇବାର ନିଷ୍ପତ୍ତି ନେଇଛି? ଜାଣନ୍ତୁ ସତ୍ୟ।
ପୋଷ୍ଟ ଦାବି ଅନୁଯାୟୀ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ୧୦୦, ୧୦ ଓ ୫ ଟଙ୍କିଆ ପୁରୁଣା ନୋଟ୍ ବନ୍ଦ କରିବାକୁ ଯୋଜନା କରୁଛି। ଆରବିଆଇର ସହାୟକ ମହା ପ୍ରବନ୍ଧକ(ଏଜିଏମ) ବି.ମହେଶ ଏହାର ସୂଚନା ଦେଇଛନ୍ତି। ମେଙ୍ଗାଲୁରୁରେ ଜିଲ୍ଲାସ୍ତରୀୟ ସୁରକ୍ଷା କମିଟି ଓ ଜିଲ୍ଲାସ୍ତରୀୟ ମୁଦ୍ରା ପ୍ରବନ୍ଧକ କମିଟିର ବୈଠକରେ ଏଜିଏମ କହିଛନ୍ତି ଆରବିଆଇ ମାର୍ଚ୍ଚ-ଏପ୍ରିଲରୁ ଧିରେ ଧିରେ ଏହି ନୋଟ୍କୁ ସର୍କୁଲେସନରୁ ହଟାଇବାକୁ ଯୋଜନା କରାଯାଉଛି। Facebook | Archive | Prameya News | Archive ଆମ […]
Continue Reading