ଗଣତନ୍ତ୍ର ଦିବସର ଦିଲ୍ଲୀ ପ୍ରଜ୍ଞାପନ ମେଢ଼ କ୍ଲିପକୁ ମଝିରୁ କାଟି ସାମ୍ପ୍ରଦାୟିକ ଦୃଷ୍ଟିରୁ ସେୟାର କରାଯାଉଛି।

26 ଜାନୁଆରୀ 2021ଗଣତନ୍ତ୍ର ଦିବସ ଅବସରେ ସୋସିଆଲ ମିଡିଆରେ ଅନେକ ଭିଡିଓ ଏବଂ ଫଟୋ ଭାଇରାଲ ହେବାରେ ଲାଗିଥିଲା। ଏହି ପରି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ପ୍ରଥମ ଭିଡିଓରେ ଅଯୋଧ୍ୟା ରାମମନ୍ଦିର ପ୍ରତିମା ରାଲି ଦେଖାଯାଉଛୁ, ସେହି ପରି ଅନ୍ୟ ଭିଡିଓରେ ଦିଲ୍ଲୀ ଷ୍ଟେଟ ଟେବୁଲର କ୍ଲିପ୍‌ରେ ଅଜନ ଶୁଣିବାକୁ ମିଳୁଛି।  ସୋସିଆଲ ମିଡିଆରେ ଅନେକ ଉପଭୋକ୍ତା ଏହି ଭିଡିଓ କ୍ଲିପକୁ ସାମ୍ପ୍ରଦାୟିକ ଦୃଷ୍ଟିରୁ ସେୟାର କରୁଛନ୍ତି।   ଗଣତନ୍ତ୍ର ଦିବସ ପରେଡ ସମୟରେ ସାହିତ୍ୟ […]

Continue Reading

ଅନ୍ନା ହଜାରେ ବିଜେପି ସଦସ୍ୟତା ଗ୍ରହଣ କଲେ ?

ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି , ଯେଉଁଥିରେ ଏଥିରେ ଆନ୍ନା ହଜାରେ ବିଜେପି ସଭାପତି ଜେପି ନାଡାଙ୍କ ସହ ଦେଖାଯାଉଛନ୍ତି। ପୋଷ୍ଟରେ ଦାବି କରାଯାଉଛି  ଯେ, ଆନ୍ନା ବିଜେପି ସଦସ୍ୟତା ଗ୍ରହଣ କରିଛନ୍ତି। ଆମ ଅନୁସନ୍ଧାନରେ ସ୍ପଷ୍ଟ ହେଲୁ ଯେ, ଆନ୍ନା ହାଜାରେଙ୍କ ଫଟୋ ଏଡିଟ୍ କରାଯାଇଛି। ବାସ୍ତବ ଫଟୋରେ ଅନ୍ନା ହଜାରେ ନୁହଁ ବରଂ ଜ୍ୟୋତିରାଦିତ୍ୟ ସ୍କିଣ୍ଡିଆ ଅଛନ୍ତି।  30 ଜାନୁଆରିରେ Naba Kishore Singh ନାମକ ଜଣେ ଫେସବୁକ ୟୁଜର […]

Continue Reading