ମୁକେଶ ଅମ୍ବାନି ନାମରେ ଭାଇରାଲ ହେଉଥିବା ଟ୍ୱିଟ ଫେକ ଅଟେ।

କୃଷି ଆନ୍ଦୋଳକୁ ନେଇ ରିହାନା ଟ୍ୱିଟ କରିବାପରେ ଦେଶରେ ବିବାଦ ବଢ଼ିବାରେ ଲାଗିଛି। ଏଥିମଧ୍ୟରେ ସୋସିଆଲ ମିଡିଆରେ ଅନେକ ଖବର ଏବଂ ଟ୍ୱିଟ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ମୁକେଶ ଅମ୍ବାନିଙ୍କ ଏକ ଟ୍ୱିଟ ଭାଇାଲ ହେଉଛି। ଟ୍ୱିଟରେ ଲେଖାଯାଇଛି ଯେ, ରିହାନା ବୋଧେ ଭୁଲି ଯାଉଛନ୍ତି ଯେ, ଥରେ ଭାରତକୁ ଗରିବ କହିବାରୁ ମୁଁ ତାଙ୍କୁ ମୋ ଝିଅ ବାହାଘରରେ ରାତିସାରା ମୋ ବଙ୍ଗଳାରେ ନଚାଇଥିଲି। ଆମ ଅନୁସନ୍ଧାନରୁ ଭାଇରାଲ ଟ୍ୱିଟ ମିଥ୍ୟା ପ୍ରମାଣତ ହେଲା।  […]

Continue Reading

କୃଷି ଆନ୍ଦୋଳନରେ ବସିଥିବା ଚାଷିଙ୍କ ସୈନିକ ପୁଅମାନେ ତାଙ୍କୁ ଦେଖାକରିବା ପାଇଁ ଆସିଛନ୍ତି ?

କୃଷକଙ୍କ ଆନ୍ଦୋଳନ ସହ ଜଡିତ ସୋସିଆଲ ମିଡିଆରେ ଅନେକ ଫଟୋ ଭାଇରାଲ ହେବାରେ ଲାଗିଛି। ଫଟୋରେ ଜଣେ ଯୁବକ ଶିଖ୍ ସୈନିକଙ୍କ ଗାଲକୁ ଧରିଥିବାର ନଜର ଆସିଛନ୍ତି। ଫଟୋରେ ଦାବି କରାଯାଇଛି ଯେ, ଛୁଟିରେ ଆସିଥିବା ସୈନିକମାନେ ଗତ 75 ଦିନ ଧରି କୃଷି ଆନ୍ଦୋଳନରେ ବସିଥିବା ତାଙ୍କ ଚାଷି ପିତାଙ୍କୁ ଦିଲ୍ଲୀ ସୀମାରେ ଦେଖା କରିବା ପାଇଁ ଆସିଛନ୍ତି।  6 ଫେବୃଆରିରେ Ranju Pani ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ […]

Continue Reading

2013 ଫଟୋକୁ ବର୍ତ୍ତମାନ ଉତ୍ତରାଖଣ୍ଡ ବନ୍ୟା ପିଡ଼ିତଙ୍କୁ ଆରଏସଏସ ରିଲିଫ ବାଣ୍ଟୁଥିବା ଦାବିରେ ଭାଇରାଲ କରାଯାଉଛି।

 ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାର ରାଇନି ଗ୍ରାମରେ ଏକ ବରଫ ହ୍ରଦରେ ସୃଷ୍ଟ ବନ୍ୟାରେ ଅନେକ କ୍ଷୟକ୍ଷତି ହୋଇଥିବା ବେଳେ କିଛି ଲୋକଙ୍କର ମୃତ୍ୟୁ ହୋଇଛି। ଏହାକୁ ନେଇ ସୋସିଆଲ ମିଡିଆରେ ଅନେକଖବର ଭାଇରାଲ ହେବା ସହ ମିଥ୍ୟା ଦାବିରେ କିଛି ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆରେ ଆରଏସଏସ କର୍ମି ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାରେ ପିଡ଼ିତମାଙ୍କୁ ସାହାର୍ଯ୍ୟ କରିବା ପାଇଁ ଯାଇଥିବାର କିଛି ଫଟୋ ଭାଇରାଲ ହେବାରେ ଲାଗିଛି। ଆମନୁସନ୍ଧାନରେ ଭାଇରାଲ ଫଟୋ […]

Continue Reading