କୃଷି ଆନ୍ଦୋଳନର ଏହି ସଗଡ଼ ରାଲି ନ୍ୟୁଜ ଚ୍ୟାନେଲରେ ପ୍ରକାଶିତ କରାଯାଇ ନାହିଁ? ଜାଣନ୍ତୁ ସତ୍ୟତା।
ଏକ ସଗଡ଼ ରାଲିର ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରାଯାଉଛି। ଯେଉଁଥିରେ ଦାବି କରାଯାଉଛି ଯେ, ନୂତନ ଚାଷି ଆଇନ ବିରୁଦ୍ଧରେ କୃଷକଙ୍କ ବିରୋଧ ଭାରତର ପ୍ରତ୍ୟେକ ଗ୍ରାମାଞ୍ଚଳରେ ପହଞ୍ଚିଛି। ଏହା ଗୋଦି ମିଡ଼ିଆକୁ ଦେଖା ଯାଉ ନାହିଁ। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ମିଥ୍ୟା ପ୍ରମାଣିତ ହୋଇଛି। 20 ଫେବୃଆରିରେ Social Media – Odisha PCC ପେଜରେ ଭାଇରାଲ ଫଟୋ ପୋଷ୍ଟ କରାଯାଇଥିଲା। ପୋଷ୍ଟରେ ଦାବି କରାଯାଇଛି ଯେ, ଦେଶର ଗାଁ ଗାଁକୁ […]
Continue Reading